ଜଙ୍ଗଲରେ ଶିଶୁ କନ୍ୟାକୁ ଛାଡ଼ିଲା ମା’
ଝାରସୁଗୁଡ଼ା : ମା’ ମୁଁ ଝିଅ ବୋଲି କଣ ମୋତେ ବାପା ମା’ର ସ୍ନେହ ମିଳିବନି ? କଣ ମୋର ଏ ଦୁନିଆକୁ ଆସିବା ଭୁଲ ହୋଇଗଲା ? ମୁଁ କାହିଁକି ତମ ପାଇଁ ଅଲୋଡ଼ା ହୋଇଗଲି ? ମୋତେ ୧୦ ମାସ ଗର୍ଭରେ ରଖି ଏତେ କଷ୍ଟ ପାଇବା ପରେ ମୁହଁ ଫେରାଇ ନେଲ କେମିତି ? ମୋର ଭୁଲ ବା କଣ ? ହୁଏତ ଏ ଶିଶୁଟି ପାଟି ଖୋଲି କଥା କହିପାରୁଥିଲେ ଏମିତି କିଛି […]
Read More Text.