Photo of deo and beo office

ଲକ୍ଷାଧିକ ଟଙ୍କା ହେରଫେରରେ ସାମିଲ ପ୍ରଧାନଶିକ୍ଷକ ଓ ବିଭାଗୀୟ ଅଧିକାରୀ

କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳଙ୍କ ଠାରେ ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ଆଗରପଡ଼ା :ଲକ୍ଷାଧିକ ଟଙ୍କା ହେରଫେରରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧିନ ଚାନ୍ଦବାଲି ବ୍ଲକର ସାଏନ୍ତା ହାଇସ୍କୁଲରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଯିଏକି ଶିକ୍ଷକ ସଂଘ(ଓସ୍ତା)ର ଜଣେ ଆଗଧାଡ଼ିର ନେତା,ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅର୍ଥ ବିଭାଗ ଅଧିକାରୀ ଏବଂ ଡ଼ିଡ଼ିଓ ଦାଇତ୍ୱରେ ଥିବା ପୂର୍ବତନ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ସାମିଲଥିବାର ସୂଚନା ସୂଚନା ଅଧିକାର ଆଇନବଳରେ ହସ୍ତଗତ ହେବା ପରେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

Read More Text.
Photo2 for the news of court buliding

ବନ୍ତରେ କୋର୍ଟ ପ୍ରତିଷ୍ଠା ବିଳମ୍ବ ପ୍ରସଙ୍ଗ,ବିଧାନସଭାରେ ବିଧାୟକ ସଂଜୀବଙ୍କ ପ୍ରଶ୍ନକୁ ବର୍ଷେ ପୂରିବ

କୋର୍ଟ ପ୍ରସଙ୍ଗର ଅନ୍ତ ଘଟିବ ନା ଅନ୍ତିମ ହେବ ତାକୁ ନେଇ ଦ୍ୱନ୍ଦ ଆଗରପଡ଼ା :ନ୍ୟାୟପାଳିକାକୁ ଅଧିକ କ୍ରିୟାଶୀଳ କରାଇବା ଉଦ୍ଦେଶ୍ୟରେ ପ୍ରତି ତହସିଲ ଅଧୀନରେ ଗୋଟିଏ ଲେଖାଏଁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ତଥା କନିଷ୍ଠ ଦେୱାନୀ ଅଦାଲତ ପ୍ରତିଷ୍ଠା କରିବାର ଯୋଜନା ହୋଇଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତି ତହସିଲ ଅଧିନରେ ଏପରି କୋର୍ଟ ଖୋଲିଛି । ବନ୍ତ ଏକ ସମସ୍ୟା ବହୁଳ ଅଂଚଳ ହୋଇଥିବାରୁ ଏହାକୁ ଉପଲବ୍ଧି କରି ବନ୍ତ […]

Read More Text.
Modi1 2025 11 14 21 40 12

ବିହାର ପରେ ପଶ୍ଚିମବଙ୍ଗରୁ ଶେଷ ହେବ ଜଙ୍ଗଲରାଜ: ମୋଦୀ

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବିଜେପି (BJP) ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ବିହାରର ଲୋକମାନେ କେବଳ ବିକାଶ ଏବଂ ସୁଶାସନକୁ ସମର୍ଥନ କରିନାହାଁନ୍ତି, ବରଂ ଏହି ବିଜୟ ସହିତ ସେମାନେ ବଙ୍ଗଳାରେ ବିଜୟ ପାଇଁ ବିଗୁଲ୍ ମଧ୍ୟ ବଜାଇଛନ୍ତି। ମଞ୍ଚରୁ ପଶ୍ଚିମବଙ୍ଗ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ବିହାରରେ ବିଜୟ ବଙ୍ଗଳା ପାଇଁ ପଥ ପ୍ରଶସ୍ତ […]

Read More Text.
Untitled 2 2025 11 14 06 21 46

ଦିଲ୍ଲୀ ବିସ୍ଫୋରଣ ନେଇ ଶାହଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।  ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ‌ ଡୋଭାଲ, ଆଇବି ମୁଖ୍ୟ ତପନ କୁମାର ଡେକା,  ଏବଂ କେନ୍ଦ୍ର ଗୃ୍ହ ସଚିବ ଗୋବିନ୍ଦ ମୋହନ ଏହି ବୈଠକରେ ଯୋଗ ଦେଇଥିଲେ।  ଶାହ ଆଜି  ସୁରକ୍ଷା ସଂକ୍ରାନ୍ତରେ ୨ଟି ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।  ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଅଗ୍ରଗତି, ଆତଙ୍କବାଦୀ ନେଟ୍‌ୱର୍କକୁ ଧ୍ବସ୍ତ କରିବା ପାଇଁ ଚାଲିଥିବା ଅଭିଯାନ […]

Read More Text.
Pm modi ani

ଏନଡିଏର ବିପୁଳ ବିଜୟ ପରେ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିହାର ନିର୍ବାଚନରେ ଏନଡିଏର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ବିହାରବାସୀ ବିକାଶ ପାଇଁ ଭୋଟ ଦେଇଛନ୍ତି । ବିହାର ଫଳାଫଳ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ବିପୁଳ ବିଜୟ, ଏହି ଅଟଳ ବିଶ୍ୱାସ… ବିହାରର ଲୋକମାନେ ବଜ୍ରପାତକୁ ଉଡ଼ାଇ ଦେଇଛନ୍ତି। ଆମେ, NDA, ଲୋକଙ୍କ ସେବକ। ଆମେ ଆମର କଠିନ ପରିଶ୍ରମରେ ଲୋକମାନଙ୍କୁ ଖୁସି […]

Read More Text.
Untitled 7 2025 11 14 06 12 29

ଦେଶରେ ସକ୍ରିୟ ୬ କୋଟି ମୃତକଙ୍କ ଆଧାର କାର୍ଡ

ନୂଆଦିଲ୍ଲୀ: ଜାନୁଆରି ୨୦୦୯ରେ ଦେଶରେ ଆଧାର କାର୍ଡ ଲାଗୁ କରାଯାଇଥିଲା। ପ୍ରତ୍ୟେକ ନାଗରିକଙ୍କୁ ଆଧାର ନମ୍ବର ପ୍ରଦାନ କରିବାର ୧୫ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ୧୪୨ କୋଟିରୁ ଅଧିକ ଆଧାର କାର୍ଡ ଜାରି କରାଯାଇଥିଲା, କିନ୍ତୁ ୮ କୋଟିରୁ ଅଧିକ ଧାରକଙ୍କ ମୃତ୍ୟୁ ସତ୍ତ୍ବେ ମାତ୍ର ୧.୮୩ କୋଟି କାର୍ଡ ନିଷ୍କ୍ରିୟ ହୋଇପାରିଛି। ପ୍ରାୟ ୬ କୋଟି ମୃତକଙ୍କ ଆଧାର ଏବେ ବି ସକ୍ରିୟ ରହିଛି। ପଶ୍ଚିମବଙ୍ଗରେ ପ୍ରାୟ ୩୪ ଲକ୍ଷ ଆଧାର କାର୍ଡଧାରୀଙ୍କ […]

Read More Text.
Untitled 2 2025 11 14 05 44 21

ଅଲ୍‌-ଫଲାହ ହଷ୍ଟେଲରେ ରଚାଯାଇଥିଲା ଆତଙ୍କୀ ଷଡ୍‌ଯନ୍ତ୍ର !

ନୂଆଦିଲ୍ଲୀ: ହରିୟାଣାର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ସାଧାରଣ ସନ୍ତସନ୍ତିଆ ହଷ୍ଟେଲ କୋଠରିରେ ଡାକ୍ତରମାନେ ଆତଙ୍କବାଦୀ ଆକ୍ରମଣର ଷଡ୍‌ଯନ୍ତ୍ର କରିଥିବା ଜଣାପଡ଼ିଛି। ପୁରୁଷ ହଷ୍ଟେଲର ୧୭ ନମ୍ବର ବିଲ୍ଡିଂର ରୁମ୍ ନମ୍ବର ୧୩  ହ୍ୱାଇଟ୍ କଲାର ଆତଙ୍କବାଦୀ ମଡ୍ୟୁଲର ଗୁପ୍ତ ବୈଠକ କେନ୍ଦ୍ର ଭାବରେ କାର୍ଯ୍ୟ କରିଥିଲା। ସୋମବାର ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟାଇଥିବା ଡାକ୍ତର ଉମର ନବୀ ସେଠାରେ କାର୍ଯ୍ୟରତ ଥିବା ଖବର ଆସିବା ପରେ ଫରିଦାବାଦର […]

Read More Text.
Capture 15 1068x594

ବିହାରରେ ଧରାଶାୟୀ ଜେଏସପି, ମିଳିଲାନି ଗୋଟିଏ ବି ଆସନ

ବିହାର: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ସହିତ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସପି) ପ୍ରାର୍ଥୀ ଧରାଶାୟୀ ହୋଇଛନ୍ତି। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଜେଏସପିକୁ ଗୋଟିଏ ମଧ୍ୟ ସିଟ୍ ମିଳିନି ଯଦିଓ ଏକଜିଟ୍ ପୋଲ୍ ଅନୁସାରେ ଦଳକୁ ୦ରୁ ୫ ସିଟ୍ ମିଳିବା ଅନୁମାନ ଲଗାଯାଇଥିଲା। ଖାସ୍ କଥା ହେଉଛି ପ୍ରଶାନ୍ତ କିଶୋରଙ୍କ ସବୁଠାରୁ ମଜଭୁତ ପ୍ରାର୍ଥୀ ମଧ୍ୟ କାହାକୁ ଟକ୍କର ଦେଇପାରିନାହାଁନ୍ତି। ବିଧାନସଭା ଉପନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିଥିବା ପ୍ରଶାନ୍ତ […]

Read More Text.
Prime minister

ଭୁଶୁଡ଼ିଗଲା ମହାମେଣ୍ଟ, ବିପୁଳ ଆସନରେ ବିଜୟଲାଭ କଲା ଏନଡିଏ

ବିହାର: ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ମହାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ ବି ଦଖଲ କରିପାରି ନାହିଁ। ମାତ୍ର ୩୪ ଆସନ ପାଇଛି ମହାମେଣ୍ଟ। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୧୨୨ ଆସନରେ ବିଜୟୀ ହେବା ଆବଶ୍ୟକ ଥିଲା। […]

Read More Text.

୧୫୦ ବଞ୍ଚିବ ମଣିଷ, ଚାଇନାରେ ଚାଲିଛି ପରୀକ୍ଷା

ନୂଆଦିଲ୍ଲୀ: ଚୀନର ବୈଜ୍ଞାନିକମାନେ ଏମିତି ଏକ ଔଷଧ ପ୍ରସ୍ତୁତ କରୁଛନ୍ତି ଯାହା ମଣିଷମାନଙ୍କ ବୟସ ୧୫୦ ବର୍ଷ ପର୍ଯ୍ୟନ୍ତ ବଢାଇପାରିବ। ଶେନଝେନର ବାୟୋଟେକ୍ କମ୍ପାନୀ ଲନଭୀ ବାୟୋସାଇଁସେଞ୍ଜ ଏହି ଔଷଧ ଉପରେ କାମ କରୁଛି। କମ୍ପାନୀର ନାଁ ଲନଭି ବାୟୋସାଇଁସେଞ୍ଜ । ଏହା ଏକ ଆଣ୍ଟି-ଏଜିଂ ମେଡିସିନ୍ ପ୍ରସ୍ତୁତ କରୁଛି। ଏହାର ମୁଖ୍ୟ ତତ୍ତ୍ବ ପ୍ରୋସ୍ୟାନିଡିନ୍ ସି୧(ପିସିସି ୧) ଯାହା ଅଙ୍ଗୁରର ମଞ୍ଜିର ଅର୍କରେ ମିଳିଥାଏ। କମ୍ପାନୀ କହିଛି କି ଏହି ଔଷଧ ବୁଢା ଓ ଦୁର୍ବଳ […]

Read More Text.