Rkl

ଫେରାର ବିଚାରାଧୀନ କଏଦୀଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ଫେରାର କଏଦୀର ମୃତଦେହ ଉଦ୍ଧାର । ରାଉରକେଲା ସ୍ବତନ୍ତ୍ର କାରାଗାରରୁ ବିଚାରାଧୀନ ଫେରାର ହୋଇଥିବା କଏଦୀର ମୃତ ଦେହ ଉଦ୍ଧାର ।  ସ୍ବତନ୍ତ୍ର କାରାଗାରର ପଛପଟ ଦୂର୍ଗାପୁର ପାହାଡ ତଳ ଶିବ ମନ୍ଦିରର ନିକଟରୁ ମୃତଦେହ ଉଦ୍ଧାର । ମୃତ ବିଚାରଧୀନ କଏଦୀ ହେଲେ ୩୦ ବର୍ଷିୟ ସୁରେଶ ବାର୍ଲା ।  ଗତ ଜୁନ ମାସରେ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲରେ ଥିଲେ ସୁରେଶ ।  କିନ୍ତୁ ଗତ ବୁଧବାର ଦିନ ଜେଲରୁ ଫେରାର […]

Read More Text.
Lokaseba bhaban 1536x940 1

ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ନୀତି ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ସ୍କୁଲ ଏବଂ ଗଣଶିକ୍ଷା (S&ME) ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀମାନଙ୍କ (ଶିକ୍ଷକ ବ୍ୟତୀତ) ପାଇଁ ବଦଳି ଏବଂ ପୋଷ୍ଟିଂ ନୀତି ପ୍ରଣୟନ କରିଛନ୍ତି । ସ୍କୁଲ ଏବଂ ଗଣଶିକ୍ଷା (S&ME) ବିଭାଗର କମିଶନର-କମ୍-ସଚିବ ଶାଳିନୀ ପଣ୍ଡିତଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, S&ME ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ କ୍ୟାଡରର ଅଧିକାରୀ/କର୍ମଚାରୀଙ୍କ ବଦଳି ପାଇଁ ଏହି ବିଭାଗରେ ପ୍ରତିନିଧିତ୍ୱ ଏବଂ ସୁପାରିଶ ଗ୍ରହଣ କରାଯାଉଛି। ନିରପେକ୍ଷ ଏବଂ ସ୍ୱଚ୍ଛ ପ୍ରକ୍ରିୟା ସୁନିଶ୍ଚିତ […]

Read More Text.
Bjd leader subash singh 1024x576 1

ବନ୍ଧୁ ମିଳନ କାର୍ଡରେ ନାହିଁ ଦେବାଶିଷଙ୍କ ନାଁ, ମହଙ୍ଗା ପଡିଲା କି ଶ୍ରୀମୟୀଙ୍କ ସପକ୍ଷରେ ବୟାନ ଦେବା

କଟକ : ମହଙ୍ଗା ପଡିଲା କି ଶ୍ରୀମୟୀଙ୍କ ସପକ୍ଷରେ ବୟାନ। କଟକ ବିଜେଡିରେ ଗଡବଡ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ଦଶହରା ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ଛପା ଯାଇଥିବା କାର୍ଡରେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନାହିଁ। ଆସନ୍ତା ୨୬ ତାରିଖରେ କଟକ ବିଜେଡି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏଥିପାଇଁ ଏକ କାର୍ଡ ବଣ୍ଟା ଯାଇଛି। ହେଲେ ଏଥିରେ ଦେବାଶିଷଙ୍କ ନାଁକୁ ବାଦ୍‌ ଦିଆଯାଇଛି। କଟକ ମେୟର ସୁବାଷ […]

Read More Text.
Unnamed 3 e1758449723476

ବୃଦ୍ଧଙ୍କୁ କଚାଡି ମାରି ଦେଲା ଦନ୍ତା

ଚମ୍ପୁଆ: ଚମ୍ପୁଆ ବନାଞ୍ଚଳରେ ଗୋଠଛଡା ଦନ୍ତାଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତ ଯୋଡା ପୋଖରୀ ଗ୍ରାମର ନରୋତ୍ତମ ମହାନ୍ତ, ଏବଂ ତାଙ୍କ ବୟସ ୬୫ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଭୋର ପାଞ୍ଚଟା ବେଳେ ନରୋତ୍ତମ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାବୁଡରେ ପଡିଯାଇଥିଲେ । ଦନ୍ତାଟି ତାଙ୍କୁ ଧରି ଶୁଣ୍ଢରେ ଟେକି କଚାଡି ଦେଇଥିଲା । […]

Read More Text.
01723ac9 996b 4ce1 9f26 de226be9ac0d

ମହାଳୟାରେ ବାଲୁଙ୍କେଶ୍ୱର ଘାଟରେ ତିଳ ତର୍ପଣ

ସମ୍ବଲପୁର: ପବିତ୍ର ମହାଳୟା ତିଥି ଅବସରରେ ସମ୍ବଲପୁର ମହାନଦୀର ପଠାରେ ଥିବା ବାଲୁଙ୍କେଶ୍ୱର ଘାଟରେ  ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ କାଳରୁ ଏହି ଘାଟରେ ତିଳ ତର୍ପଣର କାର୍ଯ୍ୟକ୍ରମ ଚାଲି ଆସୁଥିବା ବେଳେ ରବିବାର ଏହି ଧାର୍ମିକ ଅନୁଷ୍ଠାନ ନନ୍ଦପଡାର ବ୍ରାହ୍ମଣ ସମାଜ ପକ୍ଷରୁ ଆୟୋଜିତ ହୋଇଥିଲା । ରବିବାର ସକାଳ ସମୟରେ ୪୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇ ପୂର୍ବ ପୁରୁଷଙ୍କୁ ଅର୍ଘ୍ୟ ଓ ପିଣ୍ଡଦାନ ଅର୍ପଣ କରି […]

Read More Text.
Img 20250920 135514 scaled e1758454624542 1068x652

ଶୌଚାଳୟ ନିର୍ମାଣରେ ଦୁର୍ନୀତି, ଉଦଘାଟନ ଦିନ ୧୦ ଲକ୍ଷ, ଉଦଘାଟନ ପରେ ୨୦ ଲକ୍ଷ !

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣାର ବହୁ ପ୍ରତିକ୍ଷୀତ ଶୌଚାଳୟ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରଦୀପ କୁମାର ଦିଶାରୀଙ୍କ ଦ୍ଵାରା ଗତ ୧୪ତାରିଖରେ ଉଦ୍ଘାଟନ ହେବା ୫ଦିନ ପରେ ଆଉ ଏକ ସୂଚନା ଫଳକ ଲଗାଯିବା ଅନୁଦାନ ଅର୍ଥ ବିନିଯୋଗକୁ ନେଇ ସାଧାରଣରେ ସନ୍ଧେହ ସୃଷ୍ଟି ହୋଇଛି । ଗତ ୧୪ତାରିଖରେ ଶୌଚାଳୟର ଶୁଭ ଉଦଘାଟନ ଅବସରରେ ଲାଞ୍ଜିଗଡ଼ ବିଧାୟକ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଶୌଚାଳୟ ନିର୍ମାଣ କରାଯାଇଥିବା କହିଥିଲେ । ହେଲେ […]

Read More Text.
Low pressure 640x375 1

୨୫ରେ ଆଉ ଏକ ଲଘୁଚାପ, ୨୮ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସୁଛି ଆଉ ୩ଟି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, କାରଣ, ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳ ଉପରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି । ସେହିପରି, ଦ୍ଵିତୀୟ ଲଘୁଚାପ ୨୫ […]

Read More Text.
Tiktok deal

ଚୀନ ସହ ଟ୍ରମ୍ପଙ୍କ Tik Tok ଡିଲ୍, ଜିନପିଙ୍ଗଙ୍କ ମିଳିଲା ଅନୁମୋଦନ

ଆମେରିକା : ଚୀନ ସହ  ଟ୍ରମ୍ପଙ୍କ Tik Tok ଡିଲ୍ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ  ଚୀନ ରାଷ୍ଟ୍ରପତି  ଜିନପିଙ୍ଗ ସହ ଟେଲିଫୋନରେ ଆଲୋଚନା କରିଛନ୍ତି ।  ଆଲୋଚନାରେ ଟିକଟକ ଡିଲକୁ ଜିନପିଙ୍ଗ ଅନୁମୋଦନ ଦେଇଛନ୍ତି । ସୂଚନାନୁଯାୟୀ, ଚୀନ ସହ ଆମେରିକାର ଭଲ ସଂପର୍କ ରହିଛି ।  ଚାର୍ଲି ଟିକଟକ ସପକ୍ଷରେ ଥିବା ଟ୍ରମ୍ପ କହିଛନ୍ତି ।   ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରମ୍ପ-ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ବାଣିଜ୍ୟ, ରୁଷିଆ-ୟୁକ୍ରେନ ୱାର […]

Read More Text.
Madhyapradesh

ନିୟନ୍ତ୍ରଣ ହରାଇ କୂଅରେ ପଡିଲା ବୋଲେରୋ : ୩ ମୃତ, ଜଣେ ନିଖୋଜ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦବାଡା ଜିଲ୍ଲାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏପରି ଘଟଣା ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା । ବେତୁଲ ରାଜପଥରେ ଏକ ଚାରିଚକିଆ ଗାଡ଼ି ନିୟନ୍ତ୍ରଣ ହରାଇ କୂଅରେ ପଡିଯାଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛି । SDRF ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି । ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି […]

Read More Text.
Patna

କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର ଅସୁସ୍ଥ, ଆଇସିୟୁରେ କରାଗଲା ଭର୍ତ୍ତି

ବିହାର : ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ରାଜନୀତି ସରଗରମ ରହିଛି । ବିଜେପି ଏନଡିଏ ଗଠବନ୍ଧନ ଏବଂ ତେଜସ୍ବୀଙ୍କ ନେତୃତ୍ୱରେ ମହାଗଠବନ୍ଧନ ସିଟ୍ ଭାଗ ବଣ୍ଟାକୁ ନେଇ ଲଗାତାର ବୈଠକ ହେଉଛି। ଏହାରି ଭିତରେ ବିହାରର କେନ୍ଦ୍ରମନ୍ତ୍ରୀ ଏବଂ ଉଦୟୁର ରାଜ୍ୟସଭା ସାଂସଦ ରାମନାଥ ଠାକୁରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ଯୋଗୁଁ ହସପିଟାଲରେ ଆଡମିଟ୍ ହୋଇଛନ୍ତି । ଭାଗଲପୁରରେ ଏନଡିଏର ସମ୍ମେଳନ ପୂର୍ବରୁ ରାମନଥଙ୍କ ସ୍ବାସ୍ଥ୍ୟ ବିଗିଡିଯାଇଛି । ଏଥିପାଇଁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । […]

Read More Text.