ବିକଶିତ ଓଡ଼ିଶାର ଅନ୍ତରାତ୍ମା ଡ. ହରେକୃଷ୍ଣ ମହତାବ:ବିଧାୟକ ଶୀତାଶୁଂ ମହାପାତ୍ର
ଜନ୍ମମାଟି ଆଗରପଡ଼ାରେ ଡ. ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀ ମହୋତ୍ସବ ଆଗରପଡ଼ା:ଡ.ହରେକୃଷ୍ଣ ମହତାବ ଆମ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନର ଅନ୍ୟତମ କର୍ଣ୍ଣିଧାର କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରାତଃ ସ୍ମରଣରେ ସେ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ବଂର ଜଣେ ରାଜନୈତିକ ନେତା ଓ କୁଟନୀତିଜ୍ଞ ଭାବରେ ସେ ଯେତିକି ସର୍ବଭାରତୀୟ ସ୍ତରରେ ସୁପରିଚିତ ଓ ସମ୍ମାନୀତ ସେତିକି ଜଣେ ଐତିହାସିକ, ସାହିତ୍ୟକ ସାମ୍ବାଦିକ,ଦକ୍ଷ ପ୍ରଶାସକ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଭାବରେ […]
Read More Text.