୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନ ନଷ୍ଟ କରିଛି ଭାରତ : ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତ ଏହାର ଦକ୍ଷତା ଏବଂ ଶକ୍ତି ପ୍ରଦର୍ଶନ କରିଛି। ଭାରତୀୟ ବାୟୁସେନା(ଆଇଏଏଫ) ଶତ୍ରୁ ରାଷ୍ଟ୍ରର ୩୦୦ କିଲୋମିଟର ଭିତର ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ କରିଛି। ଏହି ସମୟରେ ୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନକୁ ଭାରତ ନଷ୍ଟ କରିଛି ବୋଲି ଶୁକ୍ରବାର କହିଛନ୍ତି ବାୟୁସେନା ମୁଖ୍ୟ ଏ.ପି. ସିଂହ। ନଷ୍ଟ କରାଯାଇଥିବା ଯୁଦ୍ଧ ବିମାନ ମଧ୍ୟରେ ଏଫ-୧୬ ଯୁଦ୍ଧ ବିମାନ ବି ସାମିଲ ରହିଛି ବୋଲି ସେ କହିଛନ୍ତି। ସିଂହ କହିଥିଲେ, […]
Read More Text.