ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ
ସୁନ୍ଦରଗଡ଼: ଦୁଇ ଭାଇଙ୍କ ସଲିଳସମାଧି । ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଝୁପୁରୁଙ୍ଗା ଗାଁର ଦୁଃଖଦ ଘଟଣା । ଗାଁର ଛିଟକେନଢିପାରେ ପୋଖରୀରେ ଗାଧୋଇବାକୁ ଯାଇ ଦୁଇ ଭାଇ ଦେବାଶିଷ ମାକର ଓ ଚିତ୍ତ ମାକର ବୁଡ଼ିଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛି । ପ୍ରଥମେ ଦେବାଶିଷ ପାଣିକୁ ଓହ୍ଲାଇ ବୁଡ଼ିବାକୁ ଯାଉଥିବା ବେଳେ ବଡ଼ଭାଇ ଚିତ୍ତ ମାକର ଉଦ୍ଧାର କରିବାକୁ […]
Read More Text.