ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୫ମ ସନ୍ଧ୍ୟା : ଦର୍ଶକଙ୍କ ମନମୋହିଲା ଝାଡ଼ଖଣ୍ଡର ନାଟକ “ବାଲତୁ ଗୁରୁ”
ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୫ମ ସନ୍ଧ୍ୟାରେ ଇଣ୍ଡିଜେନଶ ପିପଲ ଆର୍ଟ ଏଣ୍ଡ କଲଚର ସୋସାଇଟି, ଝାଡ଼ଖଣ୍ଡ ପ୍ରଯୋଜିତ ସାନ୍ତାଳୀ ନାଟକ “ବାଲତୁ ଗୁରୁ” ମଞ୍ଚସ୍ଥ ହୋଇଯାଇଛି | ଜିତରାଇ ହାଁସଦାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସୀମା ଟୁଡୁ, ଆରତୀ ହାଁସଦା, ରମେଶ ଟୁଡୁ, ମନସା ମୁର୍ମୁ, ମାନୁ ମୁର୍ମୁ, ଖେଲା ସୋରେନ, ସୋମାୟ ମାର୍ଣ୍ଡି, ରାମଚନ୍ଦ୍ର ମାର୍ଣ୍ଡି, ଉର୍ମିଳା […]
Read More Text.