ଚୀନରେ ଚମକିଲେ ଏବେ ପାଳି ଶ୍ରୀଲଙ୍କାରେ, ଇତିହାସ ରଚିଲେ ସନ୍ଧ୍ୟା
ବାରିପଦା : ଶ୍ରୀଲଙ୍କାର କୋଲମ୍ବ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗବୀ ଏମିରେଟ୍ସ ସେଭେନ ସିରିଜ ୨୦୨୫ – ଲେଗ ୨ ରେ ଖେଳିବା ପାଇଁ ଭାରତୀୟ ବରିଷ୍ଠ ମହିଳା ଦଳରେ ସ୍ଥାନ ପାଇଛନ୍ତି ମୟୁରଭଞ୍ଜର ସନ୍ଧ୍ୟାରାଣୀ ଟୁଡୁ I ଗତ ମାସ ଚୀନ ଠାରେ ଅନୁଷ୍ଠିତ ଲେଗ ୧ ସିରିଜରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇ ୨୧ ବର୍ଷୀୟା ସନ୍ଧ୍ୟାରାଣୀ ସର୍ବାଧିକ ୨୪ ପଏଣ୍ଟ ହାସଲ କରି ଇତିହାସ ରଚିଥିଲେ […]
Read More Text.