Accused

ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ୫ମ ଅଭିଯୁକ୍ତ ଗିରଫ, ଉନ୍ନତ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଓଡ଼ିଶା ଆଣିବାକୁ ଦାବି କଲା ପରିବାର

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ମାମଲାରେ ପଞ୍ଚମ ଅଭିଯୁକ୍ତ ଗିରଫ ।  ଗ୍ୟାଙ୍ଗ ରେପ ଘଟଣାରେ ଚାଲିଛି ତନାଘନା ତଦନ୍ତ । ପଞ୍ଚମ ଅଭିଯୁକ୍ତକୁ ଗିରଫ ପରେ କୋର୍ଟରେ ହାଜର କରିଛି ପୋଲିସ । ଗତକାଲି ଗିରଫ ଚାରି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ୧୦ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।  ଘଟଣାସ୍ଥଳରୁ ପୀଡ଼ିତାଙ୍କୁ ଛାଡ଼ି ଚାଲିଯାଇଥିବା ପୁରୁଷ ବନ୍ଧୁକୁ ଘଟଣା ସମ୍ପର୍କରେ ମାରାଥନ୍ ଜେରା ଚାଲିଛି । ଅନ୍ୟପଟେ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷଙ୍କଠାରୁ ପ୍ରାରମ୍ଭିକ ସହାୟତା ନ […]

Read More Text.
Tajmahal

ତାଜମହଲରେ ଲାଗିଲା ନିଆଁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଆଗ୍ରାରେ ଥିବା ବିଶ୍ବ ପ୍ରସିଦ୍ଧ ତାଜମହଲର ଦକ୍ଷିଣ ଦ୍ବାରରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ କାରଣରୁ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏପରି ଘଟଣା ଗତକାଲି ସକାଳେ ଦେଖିବାକୁ ମିଳିଛି ।  ଘଟଣାସ୍ଥଳରେ ଥିବା କର୍ମଚାରୀମାନେ ତୁରନ୍ତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଅଧିକାରୀ ଏବଂ ଟୋରେଣ୍ଟ ପାୱାରକୁ ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ଟୋରେଣ୍ଟ ପାୱାରର […]

Read More Text.
Israel hamas

ଇସ୍ରାଏଲୀ ବନ୍ଦୀଙ୍କୁ ଛାଡୁଛି ହମାସ

ହମାସ : ବନ୍ଦୀଙ୍କୁ ଛାଡୁଛି ହମାସ । ସାତ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିଛି । ୭ ଜଣଙ୍କୁ ରେଡକ୍ରସକୁ ହସ୍ତାନ୍ତର କରିଥିଲା ହମାସ । ରେଡକ୍ରସ ବନ୍ଧକମାନଙ୍କୁ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି । ମୋଟ ୨୦ ଜଣ ଜୀବିତ ବନ୍ଧକଙ୍କ ମୁକ୍ତ କରିବ ହମାସ । ଆଜି ସକାଳେ ମୁକ୍ତି ପାଇଁ ଧାର୍ଯ୍ୟ ସମସ୍ତ ୨୦ ବନ୍ଧକଙ୍କ ନାଁ ପ୍ରକାଶ କରିଛି । ଅଧିକାଂଶ ମୁକ୍ତ ବନ୍ଧକ ହେଉଛନ୍ତି ସାଧାରଣ ନାଗରିକ । ମୁକ୍ତ […]

Read More Text.

ପୁଟିନଙ୍କୁ ଟ୍ରମ୍ପଙ୍କ ଧମକ, ଯୁଦ୍ଧ ବନ୍ଦ ନ କଲେ ୟୁକ୍ରେନକୁ ଦେବେ ଟୋମାହକ୍ ମିସାଇଲ

ଆମେରିକା : ରୁଷକୁ ପୁଣିଥରେ ଚେତାବନୀ ଦେଲେ ଟ୍ରମ୍ପ ।  ଯଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ବନ୍ଦ ନ କରନ୍ତି, ତେବେ ସେ ୟୁକ୍ରେନକୁ ଦୂରଗାମୀ ଟୋମାହକ୍ କ୍ଷେପଣାସ୍ତ୍ର ଦେଇପାରିବେ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଇସ୍ରାଏଲ ଯାଉଥିବା ସମୟରେ ଏହି ମନ୍ତବ୍ୟ ଦେଇଥିବା କୌଣସି ଏକ ସୂତ୍ରରୁ ଜଣାପଡିଛି । ସୂଚନାନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଟୋମାହକ୍ କ୍ଷେପଣାସ୍ତ୍ର ସମେତ ଅସ୍ତ୍ରଶସ୍ତ୍ର ଦାବି ସମ୍ପର୍କରେ କଥା ହୋଇଛନ୍ତି ବୋଲି ଟ୍ରମ୍ପ କହିଛନ୍ତି […]

Read More Text.
Karur stamped

କରୁର ଦଳାଚକଟା : ତଦନ୍ତ କରିବ CBI

ତାମିଲନାଡୁ : ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ । କରୁର ଦଳାଚକଟା ଘଟଣାର ହେବ CBI ତଦନ୍ତ । ତାମିଲନାଡୁ କରୁରରେ ଦଳାଚକଟାରେ ୪୧ଜଣଙ୍କ ମୃତ୍ୟୁ ହୋଇଥିଲା ।  ଘଟଣାର CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।  ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ ତତ୍ତ୍ବାବଧାରେ ତଦନ୍ତ ହେବ । ଏହି ତଦନ୍ତକୁ ମନିଟର ପାଇଁ ୩ ଜଣିଆ କମିଟି ଗଠନ କରାଯିବ । ସାଉଥ ସୁପରଷ୍ଟାର  ତଥା TVK ନେତା ବିଜୟଙ୍କ ରାଲିରେ […]

Read More Text.
Cricketer

କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୋଲିଂ କରୁଥିବାବେଳେ ଚାଲିଗଲା ବୋଲରଙ୍କ ଜୀବନ

ଉତ୍ତର ପ୍ରଦେଶ : କ୍ରିକେଟ୍ ମ୍ୟାଚରେ ଘଟିଲା ବଡ଼ ଅଘଟଣ । ମ୍ୟାଚ୍ ବେଳେ ଚାଲିଗଲା ଖେଳାଳିଙ୍କ ଜୀବନ । ଶେଷ ବଲ୍ ବୋଲିଂ କଲେ ହଠାତ୍ ପଡ଼ିଗଲେ । ସବୁଦିନ ପାଇଁ ଦୁନିଆ ଛାଡ଼ି ଦେଲେ ବୋଲର । ଉତ୍ତର ପ୍ରଦେଶର ମୋରାଦାବାଦ ରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ବିଲାରିର ଚିନି କଳ ପଡ଼ିଆରେ ଖେଳା ଯାଉଥିଲା ଏକ ମ୍ୟାଚ୍ । ଯାହା ଉତ୍ତର ପ୍ରଦେଶ ଭେଟେରାନ୍ସ କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ଆୟୋଜନ […]

Read More Text.
Mb 1

ନିଜ ପିଲାଙ୍କୁ ଜଙ୍ଗଲରେ ଛାଡିଦେଲା ବାପା

ମୟୂରଭଞ୍ଜ: ଜନ୍ମ କଲା ଛୁଆଙ୍କୁ ଜଙ୍ଗଲରେ ଛାଡିଦେଲା ବାପା। ଆଉ ଜଣେ ବ୍ୟକ୍ତି ପିଲାଙ୍କୁ ଜଙ୍ଗଲରେ ଏକୁଟିଆ ଦେଖି ଘରକୁ ନେଇ ଆସିଲେ। ମୟୂରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳରେ ଚାଞ୍ଚଲ୍ୟ। ମୋରୋଡା ବ୍ଲକ ଅଧୀନ ଚିତ୍ରଡା ଡୁମୁରଡିହା ଗାଁର ଜଣେ ବ୍ୟକ୍ତି ପାଖ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲା ବେଳେ ଦୁଇ ଶିଶୁଙ୍କୁ ଦେଖିଥିଲେ। ଜଙ୍ଗଲ ମଝି ଦେଇଯାଇଥିବା ସୁବର୍ଣ୍ଣରେଖା କେନାଲ ଉପରେ ବସିଥିଲେ ୩ ବର୍ଷର ପୁଅ ଏବଂ ଅଢେଇ ବର୍ଷର ଝିଅ। ଦୁଇ ଛୁଆକୁ ଉଦ୍ଧାର […]

Read More Text.
Cm 3

ବୃନ୍ଦାବତୀ ନିବାସରେ ହବିଷ୍ୟାଳୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ପୁରୀ : ହବିଷ୍ୟାଳୀଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ ମାସ ବ୍ୟାପୀ ଚାଲିଥିବା ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜି ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପହଞ୍ଚି ହବିଷ୍ୟାଳୀ ମାଙ୍କ ସହ ଆଲୋଚନା କରିଛନ୍ତି । ମହାଧାର୍ମିକ କାର୍ତ୍ତିକ ମାସ ପୂଜା,ରହିବା,ମହାପ୍ରସାଦ ସେବନ , ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ସୁଖ ଦୁଃଖ ନେଇ ସେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଜୟ […]

Read More Text.
Attack 1 1

ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର

କନ୍ଧମାଳ: ସକାଳୁ ସକାଳୁ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଲା ଭାଲୁ l ପ୍ରଥମେ ଗାଈ ବଳଦକୁ ଆକ୍ରମଣ କରୁଥିଲା l ଠିକ୍ ଏତିକି ସମୟରେ ରୁଣ୍ଡ ହୋଇଗଲେ ଗାଁ ଲୋକେ l ଗାଁ ଲୋକଙ୍କ ପାଟି ଶୁଣି ଗାଈ ବଳଦଙ୍କ ନିକଟରୁ ପଳାଇବାକୁ ବାଟ ଖୋଜିଥିଲା ଭାଲୁ । ଭାଲୁ ଫେରି ଯାଉଥିଲା ହେଲେ ଦୁଭାର୍ଗ୍ୟକୁ କେନାଲ ପାଖରେ ଭାଲୁ ମୁହଁରେ ପଡିଗଲେ ଦୁଇ ଭାଇ l ଦୁଇ ସମ୍ପର୍କୀୟ ଭାଇ ସକାଳୁ ସକାଳୁ କେନାଲକୁ ଗାଧୋଇବାକୁ […]

Read More Text.
Untitled 2025 10 14 09 57 52

ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟପାଳ

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ। ଗତକାଲି ସେ ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କଠାରୁ  ପଚାରି ବୁଝିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ଭେଟିଥିଲେ। ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣା ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ ପଶ୍ଚିମବଙ୍ଗ ଆଉ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ। ମହିଳାମାନଙ୍କ ପାଇଁ ପଶ୍ଚିମବଙ୍ଗକୁ ସୁରକ୍ଷିତ କରିବା […]

Read More Text.