Img 20251013 wa0142

ପି ଆର ଏମ ଡାକ୍ତରଖାନାକୁ ୫ଟି ଷ୍ଟେଚାର ଦାନ କଲେ ବାସ୍ତବ ପରିବାର ଓ ଆର. କେ. ଫାଉଣ୍ଡେସନ

ବାରିପଦା : ବାରିପଦାର ଦୁଇ ପ୍ରମୁଖ ଅନୁଷ୍ଠାନ ବାସ୍ତବ ପରିବାର ଓ ଆର. କେ. ଫାଉଣ୍ଡେସନ ବିଭିନ୍ନ ସମୟରେ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି I ପି ଆର ଏମ ଡାକ୍ତରଖାନାରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଥିବାରୁ ଷ୍ଟେଚାରର ଆବଶ୍ୟକତାକୁ ଉପଲବ୍ଧି କରି ଆଜି ଉଭୟ ଅନୁଷ୍ଠାନ ମିଳିତ ଭାବେ ରୋଗୀ ମାନଙ୍କୁ ସୁବିଧାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାପାଇଁ ୫ ଟି ଷ୍ଟେଚାର ଦାନକରିଛନ୍ତି I ବାସ୍ତବ ପରିବାରର ବରିଷ୍ଠ ସଦସ୍ୟ ନନ୍ଦଲାଲ […]

Read More Text.
Img 20251013 wa0177

ବାମନଘାଟି ଉପଖଣ୍ଡସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

ପଂଜିକୃତ  ୨୦୫ ଟି ଅଭିଯୋଗର ମଧ୍ୟରୁ ୨ ଟି ତତ୍କାଳ ସମାଧାନ  ପ୍ରତି ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ପାଇଁ ଗ୍ରାମାଞ୍ଚଳବାସୀଙ୍କ ଗୁହାରୀ ବାରିପଦା :ଆଜି ବାମନଘାଟୀ ଉପଖଣ୍ଡ ଅଧିନସ୍ତ ତିରିଂ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ  ବାମନଘାଟି ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ […]

Read More Text.
Img 20251013 wa0143

ବରିଷ୍ଟ କଂଗ୍ରେସ ନେତା ପୂର୍ବତନ ଜିଲ୍ଲା ସଭାପତି ତଥା ସମାଜସେବୀ କୌଳାଶ ଚନ୍ଦ୍ର ଅଗ୍ରୱାଲ ଙ୍କ ଦେହାନ୍ତ

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ କଂଗ୍ରେସ ସଭାପତି କୈଳାଶ ଚନ୍ଦ୍ର ଅଗ୍ରୱାଲା ଙ୍କ ରବିବାର ରାତି ୨:୨୦ ମିନିଟ ସମୟରେ ୭୫ ବର୍ଷ ବୟସ ରେ ବେତନଟୀ ସ୍ଥିତ ବାସଭବନ ରେ ଦେହାନ୍ତ ହୋଇଯାଇଛି। ତାଙ୍କର ଦେହାନ୍ତ ସମୟରେ ପତ୍ନୀ ପ୍ରେମଲତା ଅଗ୍ରୱାଲା, ପୁତ୍ର ସିଦ୍ଧାର୍ଥ ଅଗ୍ରୱାଲ ଉପସ୍ଥିତ ଥିଲେ। ବୟସଆଧିକ ହେବାରୁ ତାଙ୍କର ମୃତ୍ୟୁ ବରଣ ହୋଇଥିବା ବେଳେ ପୂର୍ବରୁ ବମ୍ବେ ଓ ପରେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ରହିଥିଲେ। […]

Read More Text.
Img 20251013 wa0144

ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ 

ବାରିପଦା –  ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟେରିୟମ, ତକତପୁର, ବାରିପଦା ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜିଲ୍ଲା ବିଜ୍ଞାନ  ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ସେମିନାର ର ଆଭିମୁଖ୍ୟ ଓ ନିୟମାବଳୀ ଜଣାଇଥିଲେ l ମୁଖ୍ୟଅତିଥିଭାବେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନିତ […]

Read More Text.
66d93dcbac617 agnipath scheme 05

ଅଗ୍ନିପଥ ଯୋଜନାରେ ସେନା ନିଯୁକ୍ତି ପାଇଁ ଭୁବନେଶ୍ୱର ସୈନିକ ସ୍କୁଲ ଠାରେ ଅନୁଷ୍ଠିତ ହେବ ନିଯୁକ୍ତି ରାଲି

ବାରିପଦା: କଟକ, ପୁରୀ, ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ଅଗ୍ନିପଥ ଯୋଜନା ଅଧୀନରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ସେନା ନିଯୁକ୍ତି ରାଲି ୨୨ ଅକ୍ଟୋବରରୁ ୨୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ଵର (ଓଡିଶା)ର ସୈନିକ ସ୍କୁଲରେ ଅନୁଷ୍ଠିତ ହେବ। ନିଯୁକ୍ତି ରାଲି ସମୟରେ ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ପରୀକ୍ଷା (CEE)ରୁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଶାରୀରିକ ସୁସ୍ଥତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଛି। ପ୍ରାର୍ଥୀଙ୍କ […]

Read More Text.
Picture1 3

ଜାତୀୟ ପତାକା ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ତଥା ଜାତୀୟ ପତାକାର ସଠିକ ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ

ବାରିପଦା: ଜାତୀୟ ପତାକାକୁ ସମ୍ମାନ ଜଣାଇବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ । ଭାରତୀୟ ଜାତୀୟ ପତାକା ଆଶା ଓ ଉଚ୍ଚକାଂକ୍ଷା ଭାବେ ଆମ ଦେଶର ଜନସାଧାରଣଙ୍କ ପ୍ରତିନିଧିତ୍ବ କରିଥାଏ । ତେଣୁ ଜାତୀୟ ପତାକାକୁ ଭଲ ପାଇବା, ସମ୍ମାନ ପ୍ରଦର୍ଶନ କରିବା ଓ ଏହା ପ୍ରତି ଆନୁଗତ୍ୟ ଦେଖାଇବା ଉଚିତ୍ । ଜାତୀୟ ସମ୍ମାନ ନିୟମ ୧୯୭୧ ଅନୁଯାୟୀ ଜାତୀୟ ପତାକାକୁ ଅସମ୍ମାନ କଲେ ଆଇନାନୁଯାୟୀ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ସେହିପରି ଫ୍ଲାଗ କୋର୍ଡ […]

Read More Text.

ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ଶକ୍ତ ଝଟ୍‍କା: ଚାର୍ଜଫ୍ରେମ୍‍ ନେଇ କୋର୍ଟଙ୍କ ରାୟ

ବିହାର : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶକ୍ତ ଝଟ୍‍କା ଲାଗିଛି । ଲାଲୁଙ୍କ ସ୍ତ୍ରୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ପାଇଁ ଅଡୁଆ ବଢିଛି । ଦିଲ୍ଲୀର ରାଉଜ୍‍ ଆଭେନ୍ୟୁ କୋର୍ଟ ଆଇଆରସିଟିସି ଦୁର୍ନୀତି ଏବଂ ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ, ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବଙ୍କ ବିରୋଧରେ ଚାର୍ଜଫ୍ରେମ୍‍ କରିବା ନେଇ […]

Read More Text.
Eco nobel 1068x601

ଅର୍ଥନୀତିରେ ଜୋଏଲ ମୋକିର, ଫିଲିପ ଆଘିଅନ ଓ ପିଟର ହାଓ୍ବିଟ।ଙ୍କୁ ନୋବେଲ

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିଛି। ସେମାନେ ହେଲେ ଜୋଏଲ ମୋକିର, ଫିଲିପ ଆଘିଅନ ଏବଂ ପିଟର ହାଓ୍ବିଟ। ‘ଅଭିନବୀକରଣ ଆଧାରିତ ଅର୍ଥନୈତିକ ଅଭିବୃଦ୍ଧି’ ଉପରେ ବିଶ୍ଳେଷଣ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିଜେତାମାନଙ୍କୁ ୧୧ ନିୟୁତ ସ୍ଵେଡିଶ କ୍ରନର ପ୍ରଦାନ କରାଯିବ। ସେଥିରୁ ଜୋଏଲ ମୋକିରଙ୍କୁ ଅଧା ଏବଂ ଅନ୍ୟ ୨ ଜଣଙ୍କୁ ଅଧା ଅର୍ଥ ପୁରସ୍କାର ବାବଦରେ ପ୍ରଦାନ କରାଯିବ। ଜୋଏଲ ମୋକିର ନେଦରଲାଣ୍ଡର ଲିଡେନଠାରେ ୧୯୪୬ରେ ଜନ୍ମଗ୍ରହଣ […]

Read More Text.
5

୨୦୨୭ ଅଗଷ୍ଟରେ ଗଡ଼ିବ ବୁଲେଟ୍ ଟ୍ରେନ୍

ନୂଆଦିଲ୍ଲୀ: ଦେଶରେ ପ୍ରଥମ ବୁଲେଟ ଟ୍ରେନ୍ ଅଗଷ୍ଟ ୨୦୨୭ରେ ଚାଲିବ। ଗୁଜରାଟର ମେହସାଣାରେ ଆୟୋଜିତ ଭାଇବ୍ରେଣ୍ଟ ଗୁଜରାଟ ରିଜିଓନାଲ କନଫରେନ୍ସରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ଗୁଜରାଟରେ ରେଳ ଚଳାଚଳର ଐତିହାସିକ ପରିବର୍ତ୍ତନ ଉପରେ ଚର୍ଚ୍ଚା କରିବା ସମୟରେ ସେ କହିଛନ୍ତି କି ଗୁଜରାଟ ରେଳ କ୍ଷେତ୍ରରେ ସମୁଦାୟ ୧,୪୬,୦୦୦ କୋଟି ଟଙ୍କାର ନିବେଶ କରାଯାଉଛି। ଗତ ୧୧ ବର୍ଷରେ ରାଜ୍ୟରେ ୨,୭୬୪ କିଲୋମିଟର ନୂଆ ଟ୍ରେନ୍‌ ଲାଇନ୍ ବିଛାଯାଇଛି ଯାହା […]

Read More Text.

ଇସ୍ରାଏଲ ସଂସଦରେ ଟ୍ରମ୍ପଙ୍କୁ ବିରୋଧ

ତେଲ ଅବିବ : ଇସ୍ରାଏଲରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଇସ୍ରାଏଲୀ ସଂସଦରେ ଭାଷଣ ଦେବା ସମୟରେ ଦୁଇ ଜଣ ସାଂସଦ, ଏମାନ ଓଡେ ଏବଂ ଓଫର କାସିଫ, ହଙ୍ଗାମା ସୃଷ୍ଟି କରିଥିଲେ ଓ ତାଙ୍କୁ ବିରୋଧ କରିଥିଲେ । ସେମାନେ ଟ୍ରମ୍ପଙ୍କୁ ଉପରେ ନରସଂହାର ସଙ୍କେତ ଦେଖାଇ ତାଙ୍କ ପାଖକୁ ଯିବାକୁ ଉଦ୍ୟମ କରିଥିଲେ । ତେବେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇବା ସହ କକ୍ଷରୁ ବାହାର କରିଦେଇଥିଲେ । […]

Read More Text.