ଇଣ୍ଡିଗୋ ଟ୍ୟାଙ୍କରୁ ଇନ୍ଧନ୍ ଲିକ୍, ବାରାଣାସୀରେ କଲା ଜରୁରୀକାଳୀନ ଅବତରଣ
ନୂଆଦିଲ୍ଲୀ: ଉଡ଼ାଣ ଭରିବା ବେଳେ ଇଣ୍ଡିଗୋ ଟ୍ୟାଙ୍କରୁ ହେଲା ଇନ୍ଧନ୍ ଲିକ୍ । ଏହା ହେବା କାରଣରୁ ଇଣ୍ଡିଗୋର କୋଲକାତା-ଶ୍ରୀନଗର ବିମାନ ‘6E-6961’ ବାରାଣସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ବାରାଣସୀ ପୋଲିସ କହିଛି, ବିମାନରେ ଥିବା ସମସ୍ତ ୧୬୬ ଜଣ ଯାତ୍ରୀ ଏବଂ କ୍ରୁଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । ବିମାନବନ୍ଦର ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ବିମାନବନ୍ଦରରେ ସ୍ୱାଭାବିକ […]
Read More Text.