Jaleswr v 1

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ଜଳେଶ୍ୱର : ବଡ଼ଭାଇକୁ ଠେଙ୍ଗାରେ ପିଟି ହତ୍ୟା । ଘର ଡିହ ବଣ୍ଟନକୁ କେନ୍ଦ୍ର କରି ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ ହୋଇଛିନ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ବଣକାଟି ଗାଁର ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଖୁଦିରାମ ସିଂ। ଗାଁରେ ଘରଡିହ ବଣ୍ଟନକୁ ନେଇ ଦୁଇଭାଇଙ୍କ ମଧ୍ୟରେ ଥିବା କଳହ ଉଗ୍ରରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ଅଭିରାମ ସିଂ ଏକ […]

Read More Text.
Accoident c

ପିକଅପ ଭ୍ୟାନ ଉପରେ ଚଢ଼ିଗଲା ହାଇୱା: ୩ ମୃତ, ୮ ଗୁରୁତର

କଣ୍ଟାମାଳ : ଦାଦନ ଖଟିବାକୁ ଯାଉଥିବା ବେଳେ ଦୁର୍ଘଟଣା । ୩ ମୃତ, ୮ ଗୁରୁତର ହୋଇଛି । ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରମିକମାନେ ଯାଉଥିବା ପିକଅପ ଭ୍ୟାନ ଉପରେ ମାଡ଼ିଗଲା ହାଇୱା । ଦୁର୍ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୮ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କଣ୍ଟାମାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ କଳାବତୀ କିସାନ ଓ ସୁକୁନି କିମାନ […]

Read More Text.
Gold silver 750x430 1

ଲଗାତାର ଖସିବାରେ ଲାଗିଛି ସୁନା-ରୁପା ଦର

ଭୁବନେଶ୍ୱର: ସୁନା ଦାମ ଆକାଶ ଛୁଆଁ ହେବା ପରେ ଦର ଖସିବାରେ ଲାଗିଛି । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଖସିଛି । ଧନତେରାସ ଓ ଦୀପାବଳି ପରେ ସୁନା, ରୁପାର ଦାମ ଖସିଛି। ଦୀପାବଳି ପରେ ସୁନା ଏବଂ ରୁପା ଦରରେ ଦେଖାଦେଇଛି ବଡ଼ ହ୍ରାସ। ଉଭୟ ଧାତୁ ନିଜ ନିଜର ସର୍ବକାଳୀନ ରେକର୍ଡ ସ୍ତରରୁ ଖସିଆସିଛି। ୫ ଦିନରେ ସୁନା ପ୍ରାୟ ୭,୦୦୦ ଟଙ୍କା ଶସ୍ତା ହୋଇଯାଇଛି। ଅନ୍ୟପକ୍ଷରେ, ସପ୍ତାହ ମଧ୍ୟରେ […]

Read More Text.
Img 20251022 wa0137

ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ

ବାରିପଦା – ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦାସ୍ଥିତ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମୀନାରାଣୀ ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଯୋଗଦେଇ ନାଟକର ଉପାଦାୟତା ଉପରେ ଆଲୋକପାତ କରିଥିଲେ l ଜିଲ୍ଲାରୁ ମୋଟ ଆଠଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l  ସେହି ବିଦ୍ୟାଳୟଗୁଡିକ ହେଲା […]

Read More Text.
Img 20251022 wa0127

ମୟୂରଭଞ୍ଜ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା )କମିଟିର  ବୈଠକ ଅନୁଷ୍ଠିତ

କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟାଲୋଚନା ବାରିପଦା: ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ଵୟ ଓ ତଦାରଖ (ଦିଶା)କମିଟିର ନବମ ବୈଠକ ଆଜି ଅପରାହ୍ନ ୦୩ ଘଟିକା ସମୟରେ ଜିଲ୍ଲା ପରିଷଦ  ସମ୍ମିଳନୀ କକ୍ଷରେ  ମାନ୍ୟବର ସାଂସଦ, ଲୋକସଭା,ମୟୂରଭଞ୍ଜ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଶ୍ରୀ ନବ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି| ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ,ଉଦଳା […]

Read More Text.
Img 20251022 wa0100

ନବମ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ, ବିଭିନ୍ନ ବିଭାଗୀୟ ଜନ କଲ୍ୟାଣ ଯୋଜନା ସମ୍ପର୍କ ରେ ବିଶଦ ଆଲୋଚନା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପରିଷଦ ର ୯ମ ଜିଲ୍ଲା ପରିଷଦ ବୈଠକ ଆଜି ପୂର୍ବାହ୍ନ ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ  ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେ  ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ, ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର,  ଲୋକ ସଭା ସାଂସଦ ଶ୍ରୀ ନବ ଚରଣ ମାଝୀ,  ବିଧାୟକ ଉଦଳା ଶ୍ରୀ ଭାସ୍କର ମଢେଇ,  ବିଧାୟକ ବାରିପଦା ଶ୍ରୀ ପ୍ରକାଶ […]

Read More Text.
Ppt 1068x557

ଭାରତ ସାମୁଦ୍ରିକ ସପ୍ତାହରେ ପାରାଦୀପ ବନ୍ଦର ସ୍ୱାକ୍ଷର କରିବ ୧.୫ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର

ନୂଆଦିଲ୍ଲୀ ମୁମ୍ବାଇରେ ହେବାକୁ ଥିବା ଭାରତ ସାମୁଦ୍ରିକ ସପ୍ତାହରେ ପାରାଦୀପ ବନ୍ଦର ୧.୫ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରିବ। ଜାହାଜ ନିର୍ମାଣ ଓ ମରାମତି, ବନ୍ଦର ଆଧୁନିକୀକରଣ, ସ୍ମାର୍ଟ ବନ୍ଦର ପଦକ୍ଷେପ, ବ୍ୟବସାୟ ବିକାଶ ଏବଂ ସବୁଜ ହାଇଡ୍ରୋଜେନ୍ ପ୍ରକଳ୍ପ ଭଳି ବିବିଧ କ୍ଷେତ୍ର ପାଇଁ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବ ବୋଲି ଜଣାପଡିଛି । ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଚଳିତ ମାସ ୨୭ରୁ ୩୧ ତାରିଖ […]

Read More Text.
Capture 11 1068x699

ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ

ନୂଆଦିଲ୍ଲୀ: କାନାଡାରେ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ତାଙ୍କୁ ଗୁଳି ମାରିଥିବା ଜଣାପଡିଛି। ଅନେକ ସମୟ ଧରି ଚାଲିଆସୁଥିବା ଗ୍ୟାଙ୍ଗ୍ ୱାର ଯୋଗୁଁ ଏହି ଗୁଳିମାଡ ହୋଇଛି। ରୋହିତ ଗୋଦାରାଙ୍କ ଗ୍ୟାଙ୍ଗ୍ ସହ ଜଡିତ ମହେନ୍ଦ୍ର ସରଣ ଦିଲାନା, ରାହୁଲ ରିନାଓ ଓ ବିକି ପହଲବାନ କହିଛନ୍ତି ଯେ ବିରୋଧୀ ଗ୍ୟାଙ୍ଗକୁ ଅସ୍ତ୍ରଶସ୍ତ୍ର ଦେଉଥିବାରୁ ତାଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗ ତରଫରୁ ବୟାନରେ କୁହାଯାଇଛି କାନାଡାରେ ତାଙ୍କ ଉପରକୁ […]

Read More Text.
Befunky collage 5 1761056739

ପାକିସ୍ତାନ ସହ ସଂଘର୍ଷ ପଛରେ ଭାରତର ଭୂମିକା ନାହିଁ: ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ୟାକୁବ୍‌

କାବୁଲ: ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ପଛରେ ଭାରତର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୁବ ମୁଜାହିଦ ଓରଫ ମୁଲ୍ଲା ୟାକୁବ୍‌। ମଙ୍ଗଳବାର ମୁଜାହିଦ କହିଛନ୍ତି ଯେ ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ଏକ ସୀମା ବିବାଦ। ଏହି ବିବାଦ ସହିତ ଅନ୍ୟ କୌଣସି ରାଷ୍ଟ୍ରକୁ ସମ୍ପୃକ୍ତ କରିବା ଠିକ୍ ନୁହେଁ। ଅଲ୍‌ ଜଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ମୁଲ୍ଲା ୟାକୁବ୍ କହିଛନ୍ତି ଯେ ଆଫଗାନିସ୍ତାନ ଏହାର ବିଦେଶ ନୀତି […]

Read More Text.
Images

ବିହାର ବିଧାନସଭା ନିର୍ବାଚନ: କଂଗ୍ରେସ-ଆରଜେଡି ମଧ୍ୟରେ ୬ ଆସନରେ ହେବ ଲଢ଼େଇ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟ ଓ ଇଣ୍ଡି ମେଣ୍ଟରେ ବିଧିବଦ୍ଧ ଭାବେ ଆସନ ବୁଝାମଣା ହୋଇପାରି ନାହିଁ। ମେଣ୍ଟର ଅଂଶୀଦାର ଦଳଗୁଡିକ ନିଜ ପସନ୍ଦ ମୁତାବକ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଆରଜେଡି ସର୍ବାଧିକ ୧୪୩ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୬୧ଟି ଆସନରେ ପ୍ରାର୍ଥୀ ଦେଇଛି। ବାମଦଳ ସିପିଆଇ-ଏମଏଲ୍, ସିପିଆଇ ଓ ସିପିଏମ୍ ୩୦ଟି ଏବଂ ମୁକେଶ ସୈନିଙ୍କ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ୧୫ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ଏଥିରୁ ଜଣାପଡିଛି ଯେ […]

Read More Text.