ନାବାଳିକାକୁ ଦୁଷ୍କର୍ମ: ଘର ମାଲିକ ଗିରଫ
ଭୁବନେଶ୍ୱର : ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଘଟଣା । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଗିରଫ । ନିଆଳିର ନରେଶ ମହାନ୍ତିକୁ ଗିରଫ କଲା ମହିଳା ଥାନା ପୋଲିସ । ଗିରଫ କରି ତାକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ଜଣେ ପାନ ଦୋକାନୀ । ସେ ତାଙ୍କର କିଛି ଘରକୁ ଭଡ଼ା ଦେଇଥିଲେ । ଏନେଇ ପୀଡିତା ଓ ତାଙ୍କ ପରିବାର ସେଠାରେ ରହୁଥିଲେ । ଗତ ୪ ତାରିଖରେ ଘର ଲୋକେ କେହି […]
Read More Text.