Whatsapp image 2025 10 24 at 1.22.09 pm 1068x729

ମାନବ ଚୋରା ଚାଲାଣ ସମ୍ପର୍କିତ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର: ପୁଲିସ ଭବନ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ “ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ”କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସାମ୍ପ୍ରତିକ ପରିସ୍ଥିତିରେ ମାନବ ଚାଲାଣ କେବଳ ଓଡିଶା ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ବିଷୟ ବୋଲି ଡିଜିପି କହିଛନ୍ତି । ନ୍ୟାୟପାଳିକା, ପୁଲିସ, ମହିଳା ଓ ଶିଶୁ ସୁରକ୍ଷା ୟୁନିଟ୍, ଶ୍ରମ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ନ୍ୟାୟପାଳିକା […]

Read More Text.
Presentation2 4

ରାସନ କାର୍ଡ ହିତାଧକାରୀଙ୍କୁ ମିଳିବ ୫କେଜି ଅଧିକ ଚାଉଳ

ଭୁବନେଶ୍ୱର: ଏଣିତି ରାଜ୍ୟରେ ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫କେଜି ଚାଉଳ । ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ । ଅଧିକ ୫କେଜି ଚାଉଳ ମିଳିବା ନେଇ ଅନୁଗୁଳ, ବାଲେଶ୍ୱର, ବରଗଡ, ଭଦ୍ରକ, କଟକ, ଦେଓଗଡ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ […]

Read More Text.
A. padhi

‘ଜୈବିକ ଚାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ’

ପୁରୀ : ଜୈବିକ ଟାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ ।  ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ କରାଯିବ ।  ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ବୋଲି କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।  ଅମୃତ ଅନ୍ନ ଯୋଜନାରେ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ । ଏଥି ପାଇଁ ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଜୈବିକ […]

Read More Text.
Heavy rain 2

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ, ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଯେ କୌଣସି ପରିସ୍ଥିତି ମୁକାବିଲା ନେଇ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  ପ୍ରଭାବିତ ହେବାକୁ ଥିବା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି ।  ରିଲିଫ କେନ୍ଦ୍ର ପ୍ରସ୍ତୁତ ରଖାଯାଇଛି, ଆବଶ୍ୟକ […]

Read More Text.
Bike 1

ବାଇକରେ ବୁହା ହେଲା ମରଶରୀର, ଗାଁକୁ ଯାଇ ପାରିଲାନି ମହାପ୍ରୟାଣ ଗାଡ଼ି

ବୌଦ୍ଧ : ସରୁନି ଦୁଃଖ । କେବେ ଅନ୍ତ ହେବ ଗାଁର ଦୁର୍ଦ୍ଦଶା । ୬କିଲୋମିଟର ବାଟ ବାଇକରେ ବୁହା ହେଲା ମରଶରୀର । ରାସ୍ତାର ଦୁର୍ଦ୍ଦଶା ପାଇଁ ଗାଁ କୁ ଯାଇ ପାରିଲାନି ମହାପ୍ରୟାଣ ଗାଡ଼ି । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ପଞ୍ଚାୟତର କାଚପାଜୁ ଗାଁରେ ଦେଖିବା ପାଇଁ ମିଳିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଡେଣିଗଡ଼ ପଞ୍ଚାୟତ କାଚପାଜୁ ଗାଁର ଦୁତିଆ ବେହେରାଙ୍କ ପତ୍ନୀ ସୁନାମତି ବେହେରାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ […]

Read More Text.
Murder1

ଅପେରା ଦେଖାଇବାକୁ ଡାକିନେଇ ମାରିଦେଲା ସାଙ୍ଗ

କେନ୍ଦୁଝର : ମୋ ସ୍ବାମୀଙ୍କୁ ଅପେରା ଦେଖିବାକୁ ସାଙ୍ଗ ମାନେ ଘରୁ ଡାକି ନେଇ ମାରି ଦେଲେ । ଟାଉନ ଥାନାରେ ଏପରି ଲିଖିତ ଅଭିଯୋଗ କରିଛନ୍ତି ମୃତକ ଜଯନ୍ତ ପାତ୍ରଙ୍କ ସ୍ତ୍ରୀ ସୌଭାଗିନୀ ପାତ୍ର । ଅଭିଯୋଗ ଅନୁସାରେ ଜୟନ୍ତ କେନ୍ଦୁଝର ସ୍ଥାନୀୟ ଗମ୍ଭାରିଆ ଗାଁରେ ୮ବର୍ଷ ହେବ ଘରଜ୍ୱାଇଁ ଭାବରେ ରହି ଆସୁଥିଲେ । ତେବେ ଗତ ୨୨ ତାରିଖ ଦିନ ଜୟନ୍ତ ତାଙ୍କୁ ଓ ପିଲାକୁ ନିଜ ଗାଁକୁ ପଠାଇ ଗମ୍ଭାରିଆ ଘରକୁ ଫେରିଥିଲେ […]

Read More Text.
Anugul v 1

ଛେଳିକୁ ବଞ୍ଚାଇବାକୁ ଯାଇ ଯୁବକ ଗୁରୁତର, ହାତ ଛିଣ୍ଡେଇ ନେଲା କୁମ୍ଭୀର

ଅନୁଗୁଳ : ଯୁବକଙ୍କ ହାତ ଛିଣ୍ଡେଇ ନେଲା କୁମ୍ଭୀର । ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ ଝାମ୍ପୁଲି ଗାଁ ନିକଟ ଏକ ଯୋରରେ ଥିବା କୁମ୍ଭୀର ଜଣେ ଯୁବକଙ୍କ ହାତକୁ କାମୁଡ଼ି ଛିଣ୍ଡେଇ ନେଇଯାଇଛି । କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇ ଯୁବକ ଜଣକ ଏହି ଭୟାନକ ଘଟଣାର ସମ୍ମୁଖୀନ ହୋଇଛନ୍ତି । କୁମ୍ଭୀର ଆକ୍ରମଣରେ ଗୁରୁତର ଯୁବକ ଝାମ୍ପୁଲି ଗାଁର ରଞ୍ଜିତ ପ୍ରଧାନ । ତାଙ୍କୁ ପ୍ରଥମେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ […]

Read More Text.
Dgp 1

ନୂଆପଡ଼ା ଉପନିର୍ବାଚନ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ନେଇ ଡିଜିପିଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା। ପୋଲିସ ମୁଖ୍ୟାଳୟ ଠାରେ ଉପନିର୍ବାଚନ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ ଡିଜିପି। ନିର୍ବାଚନ ଆଚରଣ ବିଧିର କଡାକଡି ଅନୁପାଳନ ଉପରେ ମଧ୍ୟ ଗୁରୁତ୍ବ ପ୍ରଦାନ କରିଥିଲେ। ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତୀୟ ନିର୍ବାଚନ କମିସନ […]

Read More Text.
Img 20251023 wa0211

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ

ବାରିପଦା: ସାଇବର ଠକେଇରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଚଳିତ ଅକ୍ଟୋବର ମାସ ୧୮ ତାରିଖ ରୁ ଆଗାମୀ ସେପ୍ଟେମ୍ବର ମାସ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସାଇବର ସୁରକ୍ଷା ସଚେତନତା ଅଭିଯାନ -୨୦୨୫ ଜାରି ରହିଛି। ଏହି କ୍ରମରେ ୧୮ତାରିଖ ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସାଇବର ସୁରକ୍ଷା ଅଭିଯାନ-୨୦୨୫ର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସାଇବର ଠକେଇରୁ […]

Read More Text.