ସମ୍ପୁର୍ଣ୍ଣ ମାଓମୁକ୍ତ ହେଲା ୮ ଜିଲ୍ଲା, ଖୁବଶୀଘ୍ର ମାଓଶୂନ୍ୟ ହେବ ଓଡ଼ିଶା: ଏଡ଼ିଜି
ଭୁବନେଶ୍ୱର : ୮ଟି ଜିଲ୍ଲା ସମ୍ପୁର୍ଣ୍ଣ ମାଓ ମୁକ୍ତ ହୋଇଛି । ଖୁବଶୀଘ୍ର ଓଡ଼ିଶା ହେବ ମାଓମୁକ୍ତ । ଏମିତି ସୂଚନା ଦେଇଛନ୍ତି । କେବଳ କନ୍ଧମାଳରେ କିଛି ହାତ ଗଣତି ମାଓବାଦୀ ଅଛନ୍ତି ୩୬୯ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଦୁଇ ଜଣ ସେଣ୍ଟ୍ରାଲ କମିଟି ମେମ୍ବର ନିହତ ହୋଇଥିବା ବେଳେ ୨୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ମାଓ ମୁକ୍ତ ହୋଇଛି ଓଡ଼ିଶା । ତେବେ ଏହା ପଛରେ ରହିଛି ଏସଓଜିର ବଡ଼ […]
Read More Text.