Oil

ଲିଟର ପିଛା ୧୦ ଟଙ୍କା ବଢ଼ିଲା ଖାଇବା ତେଲର ମୂଲ୍ୟ

ଭୁବନେଶ୍ୱର : ରାଜ୍ୟରେ ବଢ଼ିଛି ଖାଇବା ତେଲର ମୂଲ୍ୟ । ପାମ୍ ତେଲ ଠାରୁ ଆରମ୍ଭ କରି ସୂର୍ଯ୍ୟମୁଖୀ ତେଲ ଓ ସୋରିଷ ତେଲ ପ୍ରମୁଖର ମୂଲ୍ୟ ବଢ଼ିଛି । ଇଣ୍ଡୋନେସିଆ ସରକାର ଅନ୍ତର୍ଜାତୀୟ ବଜାରରେ ସବୁଠାରୁ ଅଧିକ ପାମ ତେଲ ଉତ୍ପାଦନ କରିଥାଏ । ଏବେ ଇଣ୍ଡୋନେସିଆ ସରକାର ଏକ ନୂଆ ନିୟମ ଆଣିଛନ୍ତି । ଏହି ନିୟମକୁ ବି-୫୦ ବୋଲି କୁହାଯାଉଛି । ଏହି ନିୟମ ଅନୁଯାୟୀ ଇଣ୍ଡୋନେସିଆରେ ଯେତିକି ପାମ ତେଲ ଉତ୍ପାଦନ କରାଯିବ […]

Read More Text.
IMG 20260330 WA0192

ପରିବହନ ବିଭାଗ ତରଫରୁ ରକ୍ତଦାନ ଶିବିର

ବାରିପଦା : ଅତିରିକ୍ତ ସଡ଼କ ପରିବହନ ବିଭାଗ ,ଵାମନଘାଟି ବସ ମାଲିକ ସଂଘ ଏଵଂ ଵାମନଘାଟୀ ଟ୍ରକ ମାଲିକ ସଂଘ ମିଳିତ ପ୍ରୟାସରେ  ଅତିରିକ୍ତ ପରିବହନ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଵିଭାଗୀୟ ଅଧିକାରିଣୀ ଇଂ ଚିନ୍ମୟୀ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ରକ୍ତଦାନ ମହତଦାନ ।ଗ୍ରୀଷ୍ମ ଋତୁର ପ୍ରଭାବ ଆରମ୍ଭ ହୋଇଯାଇଛି ।ଏହି  ଋତୁରେ ରକ୍ତ ସଂଗ୍ରହ କମ ହୋଇଥାଏ ।ରକ୍ତଦାତାମାନେ ରକ୍ତଦାନ କରିବାକୁ ଅମଙ୍ଗ ହୋଇଥାନ୍ତି ।ତଦସହ  ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ସଙ୍କଟ […]

Read More Text.
IMG 20260331 WA0182

 ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗାଡି ଚାଳକ ସିରାଜୁଦ୍ଦିନ ଆନସାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ବାରିପଦା : ଦୀର୍ଘ ୩୭ବର୍ଷରୁ ଅଧିକ ସରକାରୀ ଚାକିରୀରେ ଗାଡି ଚାଳକ ଭାବେ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହେବା ସହ ନିଜର ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରି ସିରାଜୁଦ୍ଦିନ ଆନସାରୀ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ଆଜି   ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସିରାଜୁଦ୍ଦିନ ଆନସାରୀଙ୍କ ପାଇଁ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏହି ବିଦାୟକାଳୀନ ସଭାରେ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା ସ୍ୱାଗତ ଭାଷଣ […]

Read More Text.
IMG 20260331 WA0166

ରାଜ୍ୟସ୍ତରରେ ଚଳଚିତ୍ର ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ ସମ୍ବର୍ଦ୍ଧିତ 

ବାରିପଦା : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ କଳିଙ୍ଗ ଗୌରବ ଫାଉଣ୍ଡେସନ ଓ ରାଷ୍ଟ୍ରୀୟ ପତ୍ରକାର ମହାସଂଘ ଦ୍ୱାରା ଅନୁଷ୍ଠିତ ହୋଇଥିବା ଜାତୀୟ ମିଡ଼ିଆ କୋନକ୍ଳେଭ – ୨୦୨୬ ଅବସରରେ ଓଡ଼ିଆ ନାଟକ ତଥା ଚଳଚିତ୍ର ଜଗତରେ ସୁନାମ ଅର୍ଜନ କରିଥିବା ବାରିପଦା ତଥା ମୟୁରଭଞ୍ଜର ଗର୍ବ ଗୌରବ ବିଶିଷ୍ଟ ଲେଖକ, ଅଭିନେତା ଓ ନିର୍ଦ୍ଦେଶକ ଚିନ୍ମୟ କୁମାର ଦାସ ପଟ୍ଟନାୟକଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ତଥା ଗଣମାଧ୍ୟମର ବିଶିଷ୍ଟ ଗୁଣିଜନଙ୍କ […]

Read More Text.
Surat

କଲୋନୀରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜୀବନ୍ତ ଦଗ୍ଧ

ସୁରତ : ଗୁଜରାଟ ସୁରତ ଜିଲ୍ଲାରେ ଲିମ୍ବାୟତ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କଲୋନୀରେ ନିଆଁ ଲାଗିବା ଯୋଗୁଁ ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିଛନ୍ତି । ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ମୁତାବକ, ସୁରତ ଜିଲ୍ଲାର ଲିମ୍ବାୟତ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ କଲୋନୀରେ ଥିବା ଏକ ଘରେ […]

Read More Text.
Sheetal mandir

ନାଳନ୍ଦା ଶୀତଳା ମନ୍ଦିରରେ ଦଳାଚକଟା: ୮ ମୃତ, ଅନେକ ଶ୍ରଦ୍ଧାଳୁ ଆହତ

ବିହାର : ବିହାର ନାଳନ୍ଦାରେ ଥିବା ଏକ ମନ୍ଦିରରେ ସକାଳୁ ସକାଳୁ ଦଳାଚକଟା ଯୋଗୁଁ ୮ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଦଳାଚକଟାରେ ଅନେକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ । ଖବର ମୁତାବକ, ନାଳନ୍ଦାରେ ଥିବା ମଘଡା ଶୀତଳା ମନ୍ଦିରରେ ସକାଳୁ ସକାଳୁ ଭିଡ଼ ଯୋଗୁଁ ଦଳାଚକଟା ସ୍ଥିତି ଦେଖାଦେଇଥିଲା । ଦଳାଚକଟାରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ଉଦ୍ଧାର […]

Read More Text.
Atafs

କଂଗ୍ରେସର ୪ ଜିଲ୍ଲା ସଭାପତିଙ୍କ ନାମ ଘୋଷିତ

ଭୁବନେଶ୍ଵର: ଓଡିଶାପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୪ଟି ଜିଲ୍ଲାର  ଜିଲ୍ଲା ସଭାପତିଙ୍କ ନାମ ଘୋଷଣା । ଗଜପତି ଜିଲ୍ଳାରେ-ଶଙ୍କର ପ୍ରଧାନ ପଶ୍ଚିମ ଗଞ୍ଜାମ-ଦଣ୍ତପାଣି ପାତ୍ର କଟକ ସହର-ସନ୍ତୟାନ ମିଶ୍ର ବୌଦ୍ଧ- ଅବଦୁଲ କାଲିସ ଖାସ ଦୀର୍ଘଦିନ ଧରିକଂଗ୍ରେସ ପକ୍ଷରୁ ରାଜ୍ୟରେ ଜିଲ୍ଲାସଭାପତିଙ୍କ ନାମ ଘୋଷଣା ହୋଇନାହିଁ। ଏବେ ବି ପ୍ରାୟ ଜିଲାର ଜିଲ୍ଳା ସଭାପତିଙ୍କ ନାମ ଘୋଷଣା ହୋଇନଥିବାରୁ  ସେ ଆସନ ଗୁଡିକ  ଏବେ ଖାଲି ପଡିଛି।

Read More Text.
Potato

ହୋଲସେଲରେ ଆଳୁ କେଜି ୫ ଟଙ୍କା, ଦୋକାନରେ ୨୦: ଚଢ଼ା ଦରରେ ଆଳୁ କିଣୁଛନ୍ତି ଗ୍ରାହକ

ଭୁବନେଶ୍ୱର : ହୋଲସେଲରେ ଆଳୁ କିଲେ ୫ ଟଙ୍କା , ଦୋକାନରେ ୨୦ । ରାଜ୍ୟରେ ଆଳୁ ଦରକୁ ନେଇ ଦୁଇଟି ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି । ଗୋଟିଏ ପଟେ ଆବଶ୍ୟକତାଠାରୁ ଅଧିକ ଷ୍ଟକ୍ ଓ ଉତ୍ପାଦନ ଥିବା ଦାବି, ଅନ୍ୟପଟେ ବଜାରରେ ଗ୍ରାହକ ଚଢ଼ା ଦରରେ ଆଳୁ କିଣିବାକୁ ବାଧ୍ୟ ହେଉଛନ୍ତି ।  ହୋଲସେଲ ଓ ଖୁଚୁରା ଦର ମଧ୍ୟରେ ବଡ଼ ତଫାତ ଦେଖାଦେଇଛି ।  ରାଜ୍ୟରେ ଆଳୁ ଉତ୍ପାଦନ ଓ ଷ୍ଟକ୍ ପ୍ରଚୁର ଥିବା […]

Read More Text.
Biju

ବିଜୁ ବାବୁଙ୍କୁ ନେଇ ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା

ଭୁବନେଶ୍ବର: ଦେଶବ୍ୟାପୀ ବିଜୁ ଝଡ଼ ।  ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା ।  ବିଜୁବାବୁଙ୍କୁ ଅପମାନ ନେଇ ବିଜେପି ଉପରେ ବର୍ଷିଛନ୍ତି ଆପ ସାଂସଦ ସଞ୍ଜୟ ସିଂ ।  ବିଜୁ ପଟ୍ଟନାୟକ ସାରା ଭାରତର ଜଣେ ବଡ଼ ଜନନାୟକ ଥିଲେ ।  ସେ ସାରା ଓଡ଼ିଶାର ଗର୍ବ ଓ ଗୌରବ ଥିଲେ ବୋଲି କହିଛନ୍ତି ସଞ୍ଜୟ ସିଂହ ।  ଆଜି ବିଜେପି ତାଙ୍କୁ ସିଆଇଏ ଏଜେଣ୍ଟ କହି ଘୋର ଅପମାନିତ କରିଛି […]

Read More Text.
Bidyut e1774974591845 300x280

ଭିଜିଲାନ୍ସ ପଞ୍ଝାରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର : ଘରୁ ବାହାରିଲା କୁଢ କୁଢ ନୋଟ୍

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । ଟ୍ରଙ୍କରୁ ବାହାରିଲା କୁଢ କୁଢ ନୋଟ୍ । ନୋଟ୍ ଗଣିବାକୁ ଲାଗିଲା ମେସିନ୍ । ରେଳ ଷ୍ଟେସନରୁ ୫ ଲକ୍ଷ ଓ ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା । ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ସମ୍ବଲପୁର ଡିଭିଜନର ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ (OPHWC) ର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ […]

Read More Text.