ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୪୨ କୋଟିର ଅତିରିକ୍ତ ବଜେଟ ବ୍ୟବସ୍ଥା
ଭୁବନେଶ୍ବର : ବଢ଼ିଲା ପଞ୍ଚାୟତ ନିର୍ବାଚନ ଚର୍ଚ୍ଚା । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅତିରିକ୍ତ ବଜେଟରେ ୪୨ କୋଟିର ବ୍ୟବସ୍ଥା ହୋଇଛି । ଯଦିଓ ୨୦୨୭ ମସିହା ପ୍ରାରମ୍ଭରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତଥାପି ଜିଲ୍ଲା ପରିଷଦ ନିର୍ବାଚନ ପ୍ରସ୍ତୁତି ପାଇଁ ଅତିରିକ୍ତ ବଜେଟରେ ସ୍ୱତନ୍ତ୍ର ଭାବେ ୪୨ କୋଟି ଟଙ୍କା ବରାଦ କରାଯାଇଛି । ସ୍ଥାନୀୟ ସ୍ୱାୟତ୍ତ ଶାସନ ନିର୍ବାଚନ ପାଇଁ ଦୀର୍ଘ […]
Read More Text.