ଟାଟା ମ୍ୟାଜିକ-ବୁଲେଟ ମୁହାଁମୁହିଁ ; ଜଣେ ମୃତ, ୨ ଗୁରୁତର
ବାରିପଦା: ସମଗ୍ର ଦେଶରେ ଜାନୁଆରୀ ପହିଲାରୁ ଜାନୁଆରୀ ୨୦ ପର୍ଯ୍ୟନ୍ତ ଶୂନ ଦୁର୍ଘଟଣା ସଡ଼କ ସୁରକ୍ଷାସଚେତନତା କାର୍ଯ୍ୟକ୍ରମ ଜୋରଦାର ଚାଲୁଥିବା ବେଳେ ଅମାନିଆ ଚାଳକ ସରକାରଙ୍କ ସମସ୍ତ ନିୟମକୁ ଫୁ କରି ଦେଇଛନ୍ତି ।ଦୁର୍ଘଟଣା କମିବା ପରିବର୍ତେ ଦୁର୍ଘଟଣା ହୁ ହୁ ହୋଇ ବୃଦ୍ଧି ପାଉଛି ।ନବ ବର୍ଷ ଏକ ପକ୍ଷ ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ୫ ରୁ ଉର୍ଦ୍ଧ୍ବ ମୁଣ୍ଡ ସଡ଼କ ଦୁର୍ଘଟଣାରେ ପଡ଼ିଲାଣି ।ଯାହାକୁ ନେଇ ପ୍ରଶାସନ ଚିନ୍ତିତ ।ସୂଚନାଯୋଗ୍ଯ ଜାତୀୟ ରାଜପଥ ୨୨୦ […]
Read More Text.