ଛିଡା ହୋଇ ଗାଇବାକୁ ପଡିବ ‘ବନ୍ଦେ ମାତରାମ୍’
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାତୀୟ ସଙ୍ଗୀତ “ଜନ ଗଣ ମନ” ପରି ଜାତୀୟ ଗୀତ “ବନ୍ଦେ ମାତରମ୍” ପାଇଁ ନିୟମ ଆଣିବାକୁ ବିଚାର କରୁଛନ୍ତି। ଏହି ମାସର ଆରମ୍ଭରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଲିଖିତ “ବନ୍ଦେ ମାତରମ୍” ସ୍ୱାଧୀନତା ସଂଗ୍ରାମ ସମୟରେ ଏକ ପ୍ରମୁଖ ସ୍ଲୋଗାନ ପାଲଟିଥିଲା। ସମ୍ବିଧାନ ସଭା ଏହାକୁ ଜାତୀୟ ସଙ୍ଗୀତ ପରି ସମାନ ସମ୍ମାନ ଦେବାକୁ ଆହ୍ୱାନ କରାଯାଇଥିଲା। ତଥାପି, […]
Read More Text.