ବାମନଘାଟୀ ଟ୍ରକ ମାଲିକ ସଂଘ ନିର୍ଵାଚନ : ବରୁଣ ସଭାପତି, ମନୋରଞ୍ଜନ ସାଧାରଣ ସଂପାଦକ
ବାରିପଦା : ଵାମନଘାଟୀ ଟ୍ରକ ମାଲିକ ସଂଘର ନିର୍ବାଚନ ଆଜି ରବିବାର ଦିନ ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି ।ନିର୍ବାଚନ ଅଧିକାରୀ ଭାବେ ଆଡଭୋକେଟ ରାମେଶ୍ବର ଅଧିକାରୀ ନିର୍ଵାଚନ ଦାୟିତ୍ଵ ନିଷ୍ଠାର ସହ ତୁଲାଇଥିଲେ ।ବାମନଘାଟୀ ଟ୍ରକ ମାଲିକ ସଂଘରରେ ୭୨ ଜଣ ଟ୍ରକ ମାଲିକ ନାମ ପଂଜିକୃତ କରିଥିବାବେଳେ ୬୨ ଜଣ ଟ୍ରକ ମାଲିକ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ ।ସଂଘର ମୁଖ୍ୟ ୫ ଟି ପଦରେ ସର୍ବସମ୍ମତିକ୍ରମେ ମନୋନିତ ହୋଆଯାଇଛି ।ସଭାପତି ଭାବେ ବରୁଣ କୁମାର […]
Read More Text.