ପାତତାଳେଶ୍ୱର ମନ୍ଦିରରେ ଜାଗର ଉତ୍ସବ ପାଳନ
ବାରିପଦା : ସ୍ଥାନୀୟ ତକତପୁର ସ୍ଥିତ ପାତାଳେଶ୍ୱର ମହାଦେବ ପରିସରରେ ୩୯ ତମ ମହାଶିବରାତ୍ରି ଅବସରରେ ଜାଗର ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଅଂଚଳ ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସହସ୍ରାଧିକ ଭକ୍ତ ଜାଗର ଦୀପ ଜାଳି ନିଜ ପରିବାର ପାଇଁ ଶୁଭ ମନାସି ଥିଲେ । ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଦିନବେଳେ ବାବାଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଗଣିତ କଷା, […]
Read More Text.