Anu 750x430

Odisha Approves 25 Industrial Projects Worth ₹4,510 Crore, Set to Create Over 10,000 Jobs

Bhubaneswar: Century Plyboards is set to establish a plywood factory in Koraput district, with the company investing ₹870.82 crore in the project. Similarly, Pidilite Industries will set up a tile adhesive manufacturing unit in Baleshwar. Internationally renowned firm PricewaterhouseCoopers (PwC) Services is planning to establish a Technology Centre in Khordha with an investment of ₹60 crore. […]

Read More Text.

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଉଦଯାପିତ 

ବାରିପଦା : ବିଗତ 9ବର୍ଷ ଧରି ମୟୁରଭଞ୍ଜ ଜିଲ୍ଲାର ଚାରିଟି ଯାକ ଉପଖଣ୍ଡର ଅଧିବାସୀଙ୍କ ମଧ୍ୟରେ ସାଂସ୍କୃତିକ ଏବଂ ସାମାଜିକ ସମନ୍ୱୟ ରକ୍ଷା ଏବଂ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ଉଦେଶ୍ୟରେ ବଳାଙ୍ଗୀ ମହୋତ୍ସବ କମିଟିର ଯୁବଶାଖା ବଳାଙ୍ଗୀ ସେନା ପକ୍ଷରୁ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମ ଚଳିତ ବର୍ଷ ମାର୍ଚ୍ଚ13 ତାରିଖରୁ ଆରମ୍ଭ ହୋଇ ଥିବା ବେଳେ 15 ତାରିଖ […]

Read More Text.

ଚୈତ୍ର ପର୍ବ ସ୍ମରଣିକା ପାଇଁ ସୃଜନଶୀଳ ଲେଖା ଆହ୍ୱାନ

ବାରିପଦା : ଆସନ୍ତା ଚୈତ୍ର ପର୍ବ-୨୦୨୬ ଅବସରରେ ପ୍ରକାଶ ପାଇବାକୁ ଥିବା ସ୍ମରଣିକା ପାଇଁ ଜିଲ୍ଲାର ସୃଜନଶୀଳ ବ୍ୟକ୍ତିବିଶେଷ, ଲେଖକ, କବି ଓ ସାହିତ୍ୟପ୍ରେମୀମାନଙ୍କୁ ନିଜ ନିଜ ସୃଜନଶୀଳ ଲେଖା ପ୍ରେରଣ କରିବାକୁ ଅନୁରୋଧ କରାଯାଉଛି। ଏଥିରେ ଗଳ୍ପ, କବିତା, ପ୍ରବନ୍ଧ, ସ୍ମରଣିକା ଓ ଲୋକସାହିତ୍ୟ ସମ୍ପର୍କିତ ସୃଜନଶୀଳ ଲେଖାଗୁଡ଼ିକୁ ଆସନ୍ତା ୨୫ ମାର୍ଚ୍ଚ ୨୦୨୬ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ, ବାରିପଦାକୁ ପ୍ରେରଣ କରିବା ଆବଶ୍ୟକ । ସମସ୍ତ ଲେଖା ପିଡିଏଫ୍ ଏବଂ ୱାର୍ଡ(ଦୁଇଟି […]

Read More Text.

୮ ବିଜେଡ଼ି ବିଧାୟକ ନିଲମ୍ବିତ !

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡ଼ି ବିଧାୟକଙ୍କୁ ନେଇ ବଡ଼ ବୟାନ ରଖିଛନ୍ତି ବିଧାୟକ ଦିବ୍ୟଶଙ୍କର ମିଶ୍ର। ୮ଜଣ ବିଧାୟକ ବହିଷ୍କାର ହୋଇ ସାରିଛନ୍ତି ବୋଲି କହିଛନ୍ତି ଦିବ୍ୟ ଶଙ୍କର। ଏକ ଜାତୀୟ ଗଣାମଧ୍ୟମ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଆଜି ଓଡ଼ିଶାରେ ଚତୁର୍ଥ ରାଜ୍ୟସଭା ଆସନ ପାଇଁ ଦୁଇଜଣ ପ୍ରାର୍ଥୀ ଥିଲେ। ଆମର ପ୍ରାର୍ଥୀ ଥିଲେ ଡକ୍ଟର ଦତ୍ତେଶ୍ୱର ହୋତା। ବିଜେପି ସମର୍ଥିତ ଦିଲୀପ ରାୟ ତାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। […]

Read More Text.

ଶୁଳ୍କ ସ୍ଥିତି ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବ ନାହିଁ ଭାରତ

ନୂଆଦିଲ୍ଲୀ: ଶୁଳ୍କ ସ୍ଥିତି ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଆମେରିକା ସହ ଭାରତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବ ନାହିଁ। ଚଳିତ ମାସରେ ଆମେରିକା ସହ ଚୁକ୍ତି ହେବାର ଥିଲା। ମାତ୍ର‌ ସେଠାକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଅସିଦ୍ଧ ଘୋଷଣା କରିବା ପରେ ସ୍ଥିତି ବଦଳିଯାଇଛି। ଏହାର କିଛି ସମୟ ପରେ ଟ୍ରମ୍ପ ଦୁଇ ପର୍ଯ୍ୟାୟରେ ୧୫ ପ୍ରତିଶତର ନୂଆ ଶୁଳ୍କ ଲଗାଇଛନ୍ତି। ପ୍ରଥମେ ଯେଉଁ ଆଲୋଚନା ହୋଇଥିଲା ତାହା ପୂର୍ବରୁ ଲଗାଯାଇଥିବା ଶୁଳ୍କ […]

Read More Text.

୯୦%କୁ ବୃଦ୍ଧି ପାଇଛି ଅନଲାଇନ୍‌ ଗ୍ୟାସ୍‌ ବୁକିଂ, ଓଟିପି ଜରିଆରେ ୭୨% ଡେଲିଭରି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏଲ୍‌ପିଜି ଯୋଗାଣ ପ୍ରଭାବିତ ହୋଇଛି। ଏଥିଯୋଗୁ ଗତ କିଛିଦିନ ହେଲା ଭାରତରେ ଏଲ୍‌ପିଜି ବ୍ୟବହାରକାରୀମାନେ ଅସୁବିଧା ଭୋଗୁଛନ୍ତି। ଏଭଳି ସ୍ଥିତିରେ ସରକାର ଏଲ୍‌ପିଜି ଉପଭୋକ୍ତାଙ୍କୁ ଗ୍ୟାସ ଏଜେନ୍ସିଗୁଡ଼ିକୁ ନଯାଇ ଅନଲାଇନ୍‌ରେ ବୁକିଂ କରିବାକୁ ପରାମର୍ଶ ଦେଇଥିଲେ। ଫଳସ୍ବରୂପ ଅନଲାଇନ୍‌ରେ ଗ୍ୟାସ ବୁକିଂ ୯୦ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇଛନ୍ତି।ସେ କହିଛନ୍ତି, ବର୍ତ୍ତମାନର ଭୂରାଜନୈତିକ ପରିସ୍ଥିତିରେ […]

Read More Text.

ଗୁଜରାଟରେ ପହଞ୍ଚିଲା ଶିବାଲିକ୍ ଜାହାଜ: ଦୂର ହେବ ଏଲପିଜି ସଙ୍କଟ

ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ପତାକା ବିଶିଷ୍ଟ ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ ଏଲପିଜି କ୍ୟାରିଅର ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି। ଜାହାଜଟି ହର୍ମୁଜରୁ ସୁରକ୍ଷିତ ଭାବରେ ପାର ହୋଇ ଭାରତ ଅଭିମୁଖେ ଯାତ୍ରା କରିଥିଲା, ଯେଉଁଥିରେ ୪୫,୦୦୦ ମେଟ୍ରିକ୍ ଟନରୁ ଅଧିକ ଏଲପିଜି ରହିଛି । ଏହା ମଧରୁ ମୁନ୍ଦ୍ରା ବନ୍ଦରରେ ଶିବାଲିକ ଜାହାଜରୁ ଏଲପିଜି ଗ୍ୟାସ୍ ଅନଲୋଡ କରାଯିବ । ଏହା ଦେଶରେ ଜାରି ରହିଥିବା ଏଲପିଜି ଯୋଗାଣ ଅଭାବକୁ ଦୂର […]

Read More Text.
IMG 20260315 WA0219

ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ବାରିପଦା : ବାରିପଦା ଡିଗ୍ରୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ସାହିତ୍ୟ ସଂସଦର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଡଃ କୁମରମଣି ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି, ମୁଖ୍ୟବକ୍ତା ଭାବେ ବାଲେଶ୍ୱର ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରତ୍ନାକର ସିଂହ, ସମ୍ମାନିତ ଅତିଥି ଭାବେ ଡଃ ପ୍ରବୋଧ ଦେ ଓ ପ୍ରାଧ୍ୟାପିକା ଡଃ […]

Read More Text.

ଆସନ୍ତା ୨୦ ଓ ୨୧ରେ ୭ମ ବାର୍ଷିକ ବାରିପଦା ରାଷ୍ଟ୍ରୀୟ ଆଦିବାସୀ ଲଘୁ ଫିଲ୍ମ ମହୋତ୍ସବ 

ବାରିପଦା : ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲଅପମେଣ୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଏନ ଏଫ ଡି ସି ର ସହଯୋଗରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆୟୋଜିତ ହେବାକୁ ଥିବା ୭ମ ବାର୍ଷିକ ବାରିପଦା ରାଷ୍ଟ୍ରୀୟ ଆଦିବାସୀ ଲଘୁ ଫିଲ୍ମ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂସ୍ଥାର ପ୍ରତିଷ୍ଠାତା ଅଧ୍ୟକ୍ଷ ଦୀପକ କୁମାର ବେଶ୍ରା,  […]

Read More Text.

ଦର୍ଶକଙ୍କୁ ବାନ୍ଧିରଖିଲା ଦେଶାତ୍ମବୋଧକ ନାଟକ “ମହାସଂଗ୍ରାମର ମହାନାୟକ” 

ବାରିପଦା : ଓଡିଶାର ପୁରାତନ ତଥା ଅଗ୍ରଣୀ ନାଟ୍ୟାନୁଷ୍ଠାନ ଶତାବ୍ଦୀର କଳାକାର ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଆମେ ବାରିପଦା ନାଟ୍ୟାନୁଷ୍ଠାନର ସହଯୋଗରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦେଶାତ୍ମବୋଧକ ନାଟକ “ମହାସଂଗ୍ରାମର ମହାନାୟକ” ମଞ୍ଚସ୍ଥ ହୋଇଯାଇଛି I ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ରଚିତ ଓ ଧୀର ମଲ୍ଲିକଙ୍କ ନିର୍ଦ୍ଦେଶିତ ନାଟକରେ ଆଲୋକ, ସନ୍ତୋଷ, ନରେନ୍ଦ୍ର, ବିଘ୍ନରାଜ, କାର୍ତ୍ତିକ, ଅନିଲ, […]

Read More Text.