Images (1)

ନବମ ଶ୍ରେଣୀ ଛାତ୍ର ପାଖରେ ବନ୍ଧୁକ: ମାମଲା ରୁଜୁ କରି ହେପାଜତକୁ ନେଲା ପୁଲିସ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ଜନୈକ ନବମ ଶ୍ରେଣୀ ଛାତ୍ରଠାରୁ ଏକ ବନ୍ଧୁକ ଜବତ ହୋଇଛି। ଖବରନେବାରେ ଜଣାଯାଇଛି ଯେ, ବିଜ୍ଞାନ ଶିକ୍ଷକ ଶ୍ରେଣୀରେ ଶିକ୍ଷାଦାନ ଶେଷ କରି ବାହାରୁଥିବା ସମୟରେ ସମ୍ପୃକ୍ତ ଛାତ୍ର ଏକ ବନ୍ଧୁକ ବାହାର କରିଥିବା ଦେଖିଥିଲେ। ତତ୍‌‌ପରେ ଶିକ୍ଷକ ଉକ୍ତ ଛାତ୍ରଠାରୁ ବନ୍ଧୁକ ଆଣି ପ୍ରଧାନ ଶିକ୍ଷକଙ୍କ ନିକଟରେ ତାକୁ ହାଜର କରିଥିଲେ। ପ୍ରଧାନ ଶିକ୍ଷକ ଏହି ଘଟଣା ବିଷୟରେ ବ୍ଲକ ଶିକ୍ଷାଧିକାରୀଙ୍କ […]

Read More Text.
Images

ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗ ; କଟାକ୍ଷ କଲେ କେଭି ଓ ଜୟ

ଭୁବନେଶ୍ବର: ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ କଟାକ୍ଷ କଲେ କେଭି , ଜୟନାରାୟଣ । ରାଜନୀତି ଓ ଡ୍ରାମା କରୁଥିବା କହି କଟାକ୍ଷ କଲେ ଉଭୟ ନେତା ।ରାଜ୍ୟରେ ବିଧାୟକ ମାନଙ୍କ ଦରମା ବଢିବ ପରେ ଏହାକୁ ଗ୍ରହଣ କରି ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ନବୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏ ସଂକ୍ରାନ୍ତରେ ଜଣାଇଥିଲେ । ଆଜି ପ୍ରସଙ୍ଗକୁ ନେଇ ନବୀନଙ୍କୁ କଟାକ୍ଷ କରିଛନ୍ତି ଉପମୁଖ୍ୟମନ୍ତ୍ରୀ […]

Read More Text.
11 5 e1765723088695 300x181

ନକଲି ସିମ କାର୍ଡ ବିକ୍ରି; ୨ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ ବିକ୍ରି କରୁଥିବା । ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଦିଲ୍ଲୀ ପୁଲିସ ଶୁକ୍ର ଶୁକ୍ରବାର ଗିରଫ କରିଛି ସ୍ଥାନୀୟ ପୁଲିସ ସହାୟତାରେ ଗୁରୁବାର ଅପରାହ୍ନରେ ମନୋଜ କୁମାରଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସର ଏକ ଦଳ ଅଭିଯୁକ୍ତ ସନ୍ତୋଷକୁ ଥାନାକୁ ଆଣି ପଚରାଉଚରା କରିଥିଲା। ଶୁକ୍ରବାର ନକଲି ମୋବାଇଲ ବିକ୍ରି ଲିଙ୍କ୍‌ରେ ବନ୍ତ ସବଇନ୍ସପେକ୍ଟର ଥାନା ଅଞ୍ଚଳର ଗଭିଗହିଆ ତରାଗୋ ଗ୍ରାମର ଅଜୟ ଓରଫ ମହେଶ୍ଵର ପୁଣ୍ଟିଆକୁ […]

Read More Text.

ଧାନକଟା ମେସିନରେ କଟି ପ୍ରାଣ ହରାଇଲେ ଯୁବକ

ବାଲେଶ୍ୱର : ଧାନକଟା ମେସିନରେ କଟି ଯୁବକଙ୍କ ମୃତ୍ୟୁ । ବାଲେଶ୍ଵର ସଦର ଥାନା ବର୍ଦ୍ଧନପୁର ପଞ୍ଚାୟତ ସାହାଜା ନଗରରେ ଘଟିଛି ଏପରି ଅଭାବନୀୟ ଘଟଣା ।  ବିଲରେ ମେସିନରେ ଧାନ କାଟୁଥିବା ବେଳେ ଅସାବଧାନତା ଯୋଗୁଁ ଯୁବକ ଜଣଙ୍କ ମେସିନରେ ପଶିଯାଇଥିଲେ ।  ମେସିନ୍ ବନ୍ଦ କରି ଯୁବକଙ୍କୁ ଅନ୍ୟ ଶ୍ରମିକମାନେ ବାହାରକୁ କାଢିଥିଲେ ।  ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ଘଟିସାରିଥିଲା । ମୃତ ଯୁବକ ହେଲେ ରାଜୁ ଦଳେଇ ।

Read More Text.

ସାଧାରଣ ଲୋକଙ୍କ ପାଇଁ ନ୍ୟାୟକୁ ସହଜ ଓ ଶସ୍ତା କରିବା: ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ

କଟକ : କଟକରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ।  ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଶହୀଦ ଭବନରେ ଏହି ବିଶେଷ ଆଲୋଚନାଚକ୍ର ଆୟୋଜିତ ସିମ୍ପୋଜିୟମରେ ଯୋଗ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ।  ସାଧାରଣ ଲୋକଙ୍କ ପାଇଁ ନ୍ୟାୟକୁ ସହଜ ଓ ଶସ୍ତା କରିବା ।  ମାମଲା ଲଢିବାର ଖର୍ଚ୍ଚ କମାଇବା, ବିଳମ୍ବ ଦୂର କରିବା ଓ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । […]

Read More Text.

ବିଲରେ ନିଆଁ ଲାଗି ଜଳିଗଲେ ଚାଷୀ

ପିପିଲି : ବିଲରେ ଜଳିଗଲେ ଚାଷୀ  l  ପିପିଲି ଥାନା ଆରିସଲ ପଞ୍ଚାୟତ ସୁନା ମୁହିଁ ଗାଁରେ ବିଲରେ ନିଆଁ ଲାଗି ପୋଡ଼ି ହୋଇଗଲେ ଜଣେ ଚାଷୀ ।  ମୃତକ ହେଲେ ଗଜେନ୍ଦ୍ର ସ୍ବାଇଁ ।  ନିଜ ବିଲରେ ଅମଳ ପରେ ଥିବା କୁଟାକୁ ନିଆଁ ଲଗାଇବା ପାଇଁ ଯାଇଥିଲେ  l ସେଠାରେ କୁଟାକୁ ଏକାଠି କରି ନିଆଁ ଲଗାଇଥିଲେ ।  ନିଆଁ ଲାଗିବା ପରେ ପାଖ ଧାନ ବିଲକୁ ଏହା ବ୍ୟାପିଯାଇଥିଲା  l  ଗଜେନ୍ଦ୍ର ନିଆଁ ଲିଭାଇବା […]

Read More Text.

ପୋଲିସ ଷ୍ଟେସନ ଉପରେ ଚାଲିଲା ବୁଲ୍‌ଡୋଜାର, ବ୍ୟକ୍ତିଗତ ଜାଗା ଉପରେ ହୋଇଥିଲା ପାଚେରୀ ନିର୍ମାଣ

ବାରିପଦା : ପୋଲିସ ଷ୍ଟେସନ ଉପରେ ଚାଲିଲା ବୁଲ୍‌ଡୋଜାର । ଭାଙ୍ଗିଲା ଥାନା ପାଚେରୀ । ଲୋକଙ୍କ ଜାଗା ମାଡି ବସିଥିଲା ପୋଲିସ ବିଭାଗ । କୋର୍ଟ ନିର୍ଦ୍ଦେଶ ପରେ ବୁଲିଲା ବୁଲ୍‌ଡୋଜାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ସଦର ଥାନା ପରିସରରେ ।  ବାରିପଦା ତକତ୍‌ପୁର ଅଞ୍ଚଳରେ ରହିଛି ସଦର ଥାନା । ସଦର ଥାନା ପାଚେରୀ ନିର୍ମାଣ କରିବା ସମୟରେ ସ୍ଥାନୀୟ ବାସିନ୍ଦା ସଲିମ ଖାନ୍ […]

Read More Text.
Banapur ps

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!, ହରଡ଼ଘଣାରେ ବାଣପୁର ପୁଲିସ

ବାଣପୁର: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚୋରା ମଦ କାରବାର ଅଭିଯୋଗରେ ରାତିରେ ଜଣଙ୍କୁ ଥାନାକୁ ଆଣିଥିଲା ପୁଲିସ । ଦାଶରଥିପୁର ଗାଁର ଜଣଙ୍କୁ ଥାନାକୁ ଆଣି ବାଣପୁର ପୁଲିସ ପଚରାଉଚରା କରିଛି । ଅସୁସ୍ଥ ହେବାରୁ ସକାଳେ ବାଣପୁର, ପରେ ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ପରିବାର ଲୋକେ ପୁଲିସ […]

Read More Text.
Bhakta das

ସୋନିଆ ଗାନ୍ଧିଙ୍କୁ ମୋକିମଙ୍କ ଚିଠି ପ୍ରସଙ୍ଗ: ମୁହଁ ଖୋଲିଲେ ଭକ୍ତ

ଭୁବନେଶ୍ୱର : ବିଜେପି ସହ ଯେଉଁମାନେ ଅଛନ୍ତି ସେମାନେ ବିଜେପିକୁ ଚାଲିଯିବା ଉଚିତ । ସୋନିଆଙ୍କୁ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୋକିମ ଚିଠି ଲେଖିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଭକ୍ତ ଦାସ । ଯେଉଁମାନେ ବିଜେପି ସହ ଯୋଡ଼ି ହୋଇ ରହିଛନ୍ତି, ସେମାନେ ବିଜେପିକୁ ଚାଲିଯିବା ଦରକାର ବୋଲି କହିଛନ୍ତି । ଚିଠିରେ ଭକ୍ତଙ୍କୁ ହଟାଇବା ପାଇଁ ଲେଖିଥିଲେ ମୋକିମ […]

Read More Text.
Puri 1 1

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି, ନିମ୍ନମାନର କାମ ଅଭିଯୋଗ

ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି । ପୂର୍ବରୁ ଏଭଳି ପାଣି ଗଳୁଥିବାରୁ ମରାମତି କରାଯାଇଥିଲା । ପୁଣି ଥରେ ପାଣି ଗଳୁଛି । ନିମ୍ନ ମାନର କାମ ଯୋଗୁ ପୁଣି ପାଣି ଗଳୁଥିବା ଅଭିଯୋଗ ହୋଇଛି । ଆନନ୍ଦ ବଜାର ହାତ ଧୁଆ ନିକଟରେ ମେଘନାଦ ପାଚେରୀରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରୀ ବହୁ ପୁରୁଣା ହୋଇଥିବାରୁ ଏହାର ସୁରକ୍ଷା ଦିଗରେ ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ […]

Read More Text.