IMG 20260305 WA0000

ଟ୍ରେନ ଦୁର୍ଘଟଣାରେ ପୋଲିସ କର୍ମଚାରୀ ଗୁରୁତର

ବାରିପଦା : ରାଇରଙ୍ଗପୁର ରେଳ ଷ୍ଟେସନକୁ  ଅମୃତ ରେଳ ଷ୍ଟେସନରେ ମାନ୍ୟତା ଦେବା ସହ ପ୍ରଗତି ଜୋରଦାର ଚାଲିଛି ।କିନ୍ତୁ ରେଳ ଷ୍ଟେସନର ଅନତି ଦୂରରେ ଇଚିଣ୍ଡା ରେଳ ଫାଟକ ଅଛି ହେଲେ ଗେଟ୍ ନାହିଁ ।ରେଳବାଇ ଅଧିକାରୀ ଇଚିଣ୍ଡା ଫାଟକକୁ ଗୁରୁତ୍ଵ ଦେଉ ନାହାନ୍ତି ।ଏହି ଫାଟକ ରାଇରଙ୍ଗପୁର ସହର ସମେତ ୫/୧୦ ଟି ଗ୍ରାମ ପଞ୍ଚାୟତ ଲୋକେ ଗମନାଗମନ କରିଥାନ୍ତି । ଯାହାଫଳରେ  ରେଳ ଚଳାଚଳ ବିଷୟରେ ଜାଣି ନ ପାରି ବହୁ ସମୟରେ […]

Read More Text.
IMG 20260305 WA0061

ସଦ୍‌ଭାବନା ସମିତିର ୫୬୧ତମ ମାସିକ ସନ୍ଥ ଦିବସ 

ବାରିପଦା : ମାନବିକତା ଥାଇ ସମାଜରେ ସତ୍ କର୍ମ ପାଇଁ ପ୍ରାଣୀ ଶ୍ରେଷ୍ଠ ମନୁଷ୍ୟର ଜନ୍ମ। ସତକର୍ମ ହେଉଛି ପ୍ରଜ୍ଞାର ଶଂଖନାଦ,ଦୁସ୍ଥ ମୁହଁରେ ହସ, ଧନ ଆହରଣ ସହ ପରହିତ ଲାଗି ଦାନ। ବିଶ୍ଵ ସମୁଦାୟକୁ ପ୍ରଥମ ଜୟ ସନ୍ଥ ଜୟ ସମାଜର ସ୍ଲୋଗାନ ଦେଇ ସଦ୍‌ଭାବନା ସମିତି ସ୍ଥାନୀୟ ଗୋପବନ୍ଧୁ ଭବନଠାରେ ୫୬୧ତମ ନିଆରା ମାସିକ ସନ୍ଥ ଦିବସ ପାଳନ କରିଛି । ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପାଳିତ ଉତ୍ସବରେ ଶ୍ରୀଚୈତନ୍ୟଙ୍କ ବାଣୀ […]

Read More Text.
Xcvfb c f e1772729239825 300x290

ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଗୁରୁବାର ଦିନ ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିଛି। ଖୁବଶୀଘ୍ର CBSE ଏହି ପ୍ରାର୍ଥୀମାନଙ୍କ ପାଇଁ ଫଳାଫଳ ଘୋଷଣା କରିବାର ପଦ୍ଧତି ଘୋଷଣା କରିବ ବୋଲି ଅଧିକାରୀ କହିଛନ୍ତି। ମଧ୍ୟପ୍ରାଚ୍ୟର ବାହାରିନ, ଇରାନ, କୁୱେତ, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇରେ ବର୍ତ୍ତମାନର ପରିସ୍ଥିତି ଯୋଗୁଁ, ବୋର୍ଡ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ […]

Read More Text.
Resign

ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ହଠାତ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଏହି ପଦକ୍ଷେପକୁ ଏକ ପ୍ରମୁଖ ରାଜନୈତିକ ଘଟଣା ବୋଲି ବିବେଚନା କରାଯାଉଛି। ସିଭି ଆନନ୍ଦ ବୋଷ ୧୭ ନଭେମ୍ବର ୨୦୨୨ରେ ବଙ୍ଗଳାର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନ, ସେ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ଇସ୍ତଫା ଦେବାର କୌଣସି ସରକାରୀ କାରଣ ଜଣାଇ ନାହାନ୍ତି। ଡକ୍ଟର ସି.ଭି. ଆନନ୍ଦ ବୋଷ ଜଣେ ପୂର୍ବତନ […]

Read More Text.
78990000 752x420

ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଭାରତ ସରକାର, ଇରାନୀ ଦୂତାବାସ ପହଞ୍ଚିଲେ ବିଦେଶ ସଚିବ

ନୂଆଦିଲ୍ଲୀ : ଇରାନର ଦିବଙ୍ଗତ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନେଇଙ୍କୁ ଭାରତ ସରକାର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବୈଦେଶିକ ସଚିବ ବିକ୍ରମ ମିସ୍ରି ନୂଆଦିଲ୍ଲୀ ସ୍ଥିତ ଇରାନୀ ଦୂତାବାସରେ ପହଞ୍ଚି ଶୋକ ପୁସ୍ତିକା ଉପରେ ଦସ୍ତଖତ କରିଛନ୍ତି । ଇରାନର ପୂର୍ବତନ ସର୍ବୋଚ୍ଚ ନେତାଙ୍କ ନିଧନରେ ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ୨୮ ଫେବ୍ରୁଆରୀ ୨୦୨୬ରେ ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ବଡ଼ ସ୍ତରରେ ଆକ୍ରମଣ କରିଥିଲେ, ଏଥିରେ […]

Read More Text.
China air defence

ପୁଣି ଫେଲ୍ ମାରିଲା ଚୀନର ଏୟାର ଡିଫେନ୍ସ

ନୂଆଦିଲ୍ଲୀ: ଗୋଟିଏ ବର୍ଷ ଭିତରେ ଦୁଇ ଦୁଇ ଥର ଫେଲ୍ ମାରିଲା ଚୀନର ଏୟାର ଡିଫେନ୍ସ । ପ୍ରଥମେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ପାଇଁ ଫେଲ୍ ମାରିଥିଲା, ଆଉ ଏବେ ଇରାନ କ୍ଷେତ୍ରରେ ବି ବିଫଳ ହେଲା । ଚୀନର ପ୍ରମୁଖ HQ-9B ଏୟାର ଡିଫେନ୍ସ ସିଷ୍ଟମ ବର୍ଷେ ଭିତରେ ଦୁଇ ଥର ବିଫଳ ହେବା ପରେ ଏହାର କ୍ଷମତା ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମେ ୨୦୨୫ରେ ପାକିସ୍ତାନରେ ବିଫଳ ହେଲା […]

Read More Text.
Kp unnikrishna

ପୂର୍ବତନ କେନ୍ଦ୍ରମନ୍ତ୍ରୀ କେପି ଉନ୍ନିକୃଷ୍ଣନଙ୍କର ଦେହାନ୍ତ

କେରଳ : ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେପି ଉନ୍ନିକୃଷ୍ଣନଙ୍କର ଦେହାନ୍ତ ହୋଇଛି । କେରଳ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ଦେହାନ୍ତ ଘଟିଛି । ଉନ୍ନିକୃଷ୍ଣନ୍ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଖବର ମୁତାବକ, କେ.ପି. ଉନ୍ନିକୃଷ୍ଣନ୍ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ଏବଂ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କ ଦେହାନ୍ତ ଖବର ରାଜନୈତିକ […]

Read More Text.
Pv

ଦୁବାଇରୁ ସୁରକ୍ଷିତ ଫେରିଲେ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ

ବେଙ୍ଗାଲୁରୁ : ସୁରକ୍ଷିତ ଭାବେ ସ୍ବଦେଶ ଫେରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଭୟାବହ ଯୁଦ୍ଧ ଏବଂ ଦୁବାଇରେ ଫସି ରହିବା ପରେ ବେଙ୍ଗାଲୁରୁ ସ୍ଥିତ ନିଜ ବାସଭବନକୁ ଫେରିଛନ୍ତି । ତେବେ ଏହି ସଂକଟ ଯୋଗୁଁ ଚଳିତ ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍ (All England Championships) ରୁ ବାଦ୍ ପଡ଼ିଛନ୍ତି ସିନ୍ଧୁ। ଦୁବାଇରୁ ସ୍ବଦେଶକୁ ଫେରିଛନ୍ତି । ସୂଚନା ଅନୁଯାୟୀ, ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍ରେ ଭାଗ ନେବା ପାଇଁ ସିନ୍ଧୁ […]

Read More Text.
1

ଭୁବନେଶ୍ୱର CARI ରେ ନୂଆ ଅଧ୍ୟାୟ: ଫିଜିଓଥେରାପି ଓ ସ୍ୱତନ୍ତ୍ର ରୋଗ କ୍ଲିନିକ୍ ଉଦ୍‌ଘାଟିତ; ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଆୟୁର୍ବେଦିକ ଚିକିତ୍ସା

ଭୁବନେଶ୍ୱର  :  ରାଜଧାନୀ ଭୁବନେଶ୍ୱରସ୍ଥିତ ଭରତପୁରଠାରେ କାର୍ଯ୍ୟରତ କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ (CARI) ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଖବର। ରୋଗୀମାନଙ୍କୁ ସାମଗ୍ରିକ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ସଂସ୍ଥାନ ପରିସରରେ ଏକ ଅତ୍ୟାଧୁନିକ ଫିଜିଓଥେରାପି କ୍ଲିନିକ୍ ଏବଂ ସ୍ୱତନ୍ତ୍ର ରୋଗ କ୍ଲିନିକ୍ ବ୍ଲକ୍ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ (CCRAS) ର ମହାନିର୍ଦ୍ଦେଶକ ପ୍ରଫେସର ବୈଦ୍ୟ ରବିନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନୂତନ ସେବାଗୁଡ଼ିକର ଶୁଭାରମ୍ଭ କରିଛନ୍ତି। […]

Read More Text.
IMG 20260302 WA0223

ବଡ଼ ଜଗନ୍ନାଥ ମନ୍ଦିରରେ ଆମେ ମୟୂରଭଞ୍ଜିଆର ହୋଲି ଉତ୍ସବ 

ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ଅଧିପତି ଶ୍ରୀ ଶ୍ରୀ ହରିବଳଦେବ ଜୀଉ( ବଡ଼ଜଗନ୍ନାଥ ) ମନ୍ଦିର ସମ୍ମୁଖରେ ଥିବା ଗରୁଡ଼ ସ୍ତମ୍ଭ ନିକଟରେ ସୋମବାର ସନ୍ଧ୍ୟାରେ ଆମେ ମୟୂରଭଞ୍ଜିଆ ପକ୍ଷରୁ ହୋଲି ଉତ୍ସବ ପାଳିତ ହୋଇଯାଇଛି l ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସଂଗଠନର ସଦସ୍ୟମାନେ ବଡ଼ଜଗନ୍ନାଥ ମନ୍ଦିରରେ ଉପସ୍ଥିତ ରହି ସମୂହ ଦୀପ ଦାନ ସହିତ ମହାପ୍ରଭୁଙ୍କ ଠାରେ ପୂଜା ଅର୍ଚ୍ଚନା ପୂର୍ବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅବିର ଲାଗି ପାଇଁ ସମର୍ପଣ କରିଥିଲେ l ଏହା […]

Read More Text.