ଘନେଇଲା ଯୁଦ୍ଧ ବାଦଲ, ଆହୁରି କଡ଼ାକଡ଼ି କଟକଣା ଲାଗୁ କଲେ ଟ୍ରମ୍ପ
ଆମେରିକା : ଘନେଇଲା ଯୁଦ୍ଧ ବାଦଲ । ଭେନେଜୁଏଲା ଉପରେ ଆମେରିକାର କଡ଼ା କାର୍ଯ୍ୟାନୁଷ୍ଠାନ । ଆମେରିକା କବଜାରେ ଦୁଇଟି ବଡ଼ ତେଲ ଟାଙ୍କର । ଆମେରିକା ସରକାର ଭେନେଜୁଏଲା ଉପରେ ଲଗାଯାଇଥିବା କଟକଣାକୁ ଆହୁରି କଡ଼ାକଡ଼ି କଲେ । ଯେଉଁଥିରେ ଭେନେଜୁଏଲାରୁ ଅଶୋଧିତ ତେଲ ଚୋରା ଚାଲାଣ ହେଉଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ “ସମ୍ପୂର୍ଣ୍ଣ ଅବରୋଧ” ଘୋଷଣା ପରେ ଏହି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି । ଏହାରି ମଧ୍ୟରେ ଏମ୍.ଟି ସେଞ୍ଚୁରୀଜ୍’ ଜାହାଜ ଜବତ […]
Read More Text.