ମୟୂରଭଂଜ ଜିଲ୍ଲାର ପ୍ରାକ୍ତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦାଙ୍କ କଂଗ୍ରେସରେ ଯୋଗଦାନ
ବାରିପଦା : ଆଗକୁ ପଞ୍ଚାୟତ ଓ ପୌର ନିର୍ଵାଚନ ।ସବୁ ଦଳରେ ଉଷ୍ମତା ବୃଦ୍ଧି ପାଇଲାଣି ।ରାଜନେତାମାନେ ନିଜ ନିଜ ଭବିଷ୍ୟତ ନେଇ ଚିନ୍ତିତ ।ତେଣୁ ବେଳ ଥାଉଁ ଥାଉଁ ନିଜ ରାଜନୈତିକ ଭବିଷ୍ୟତ କୁ ଗୁରୁତ୍ଵ ଦେଵାପାଇଁ ପ୍ରୟାସ ଜାରି ରଖିଛନ୍ତି ।ମୟୂରଭଂଜ ଜିଲ୍ଲାର ସଂଗ୍ରାମୀ ଉଚ୍ଚ ଶିକ୍ଷିତ ପ୍ରାକ୍ତନ ବିଜେଡି ସାଂସଦ ଇଂ ରାମଚନ୍ଦ୍ର ହାଁସଦାଃ ରାଜ୍ୟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ […]
Read More Text.