806x378 death toll from flooding in nepal and china passes 1000

୧୦୦୦ ପାର୍‌ ହେଲା ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା

କାଠମାଣ୍ଡୁ:ନେପାଳରେ ଭୟାବହ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମୃତ୍ୟୁସଂଖ୍ୟା ୧ ହଜାର ପାର୍‌ କରିଛି। ନେପାଳରେ ୯୮୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଚୀନ୍‌ରେ ମଧ୍ୟ ୧୬ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଫଳରେ ଦୁଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧ ହଜାର ୩ ଜଣରେ ପହଞ୍ଚିଛି। ନେପାଳ ବିପର୍ଯ୍ୟୟ ବିଭାଗର ସୂଚନା ଅନୁଯାୟୀ, ଏହି ବିପର୍ଯ୍ୟୟରେ ଏବେ ବି ୩୯୧୬ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୫୮୩ ଜଣ ବିଦେଶୀ ନାଗରିକ ରହିଥିବା ଜଣାପଡ଼ିଛି। ବନ୍ୟା ଓ ଭୂସ୍ଖଳନ […]

Read More Text.
Sugar

ଚିନି ଡିଲରଙ୍କ ପାଇଁ କଟକଣା: ୨ ହଜାର କ୍ୱିଣ୍ଟାଲରୁ ଅଧିକ ଷ୍ଟକ୍ ରଖିବା ମନା

ନୂଆଦିଲ୍ଲୀ: ଚିନିର କଳାବଜାରୀ ଓ ଅତ୍ୟଧିକ ମହଜୁଦକୁ ରୋକିବା ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ଚିନି ଡିଲରମାନେ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଚିନି ମହଜୁଦ ରଖିପାରିବେ ନାହିଁ। ସେପ୍ଟେମ୍ବର ୧୫ରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ଡିଲରମାନଙ୍କୁ ସର୍ବାଧିକ ୪ ହଜାର କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚିନି ମହଜୁଦ ରଖିବାକୁ ଅନୁମତି ଥିଲା। ଏବେ ଏହି ସୀମାକୁ ଅଧା କରି ୨ ହଜାର କ୍ୱିଣ୍ଟାଲ କରାଯାଇଛି। ଚିନି ଯୋଗାଣ ଓ […]

Read More Text.
Anna Hazare To Protest In Ralegan Siddhi Demanding Implementation Of Swaminathan Report on Farmers

ସାମାଜିକ କର୍ମୀ ଆନ୍ନା ହଜାରେ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ପ୍ରଖ୍ୟାତ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ବମ୍ବେ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU)ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ସୂତ୍ର ଅନୁସାରେ, ୮୭ ବର୍ଷୀୟ ଆନ୍ନା ହଜାରେ ପ୍ରଥମେ ତାଙ୍କ ଜନ୍ମସ୍ଥାନ ରାଲେଗାନ ସିଦ୍ଧି ନିକଟସ୍ଥ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ। ପରେ ଗୁରୁତର ଭାଇରାଲ୍ ସଂକ୍ରମଣ, ଡିହାଇଡ୍ରେସନ୍ ଏବଂ କିଡନୀ ଜନିତ ଜଟିଳତା ଦେଖାଦେବା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ପଠାଯାଇଥିଲା। ସେ […]

Read More Text.
SC

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଛାତ୍ରଛାତ୍ରୀଙ୍କ ବିରୋଧରେ ସମସ୍ତ FIR ରଦ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ  :  ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଗତ ଜୁଲାଇ ମାସରେ ହୋଇଥିବା ଦେଶବ୍ୟାପୀ ଆନ୍ଦୋଳନରେ ପୁଲିସ ଅନେକ ଛାତ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଏହି ସମସ୍ତ ମାମଲା ଖାରଜ କରିବାକୁ ମଙ୍ଗଳବାର ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ବିଚାରପତି ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ ଓ ଭି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ବିନା […]

Read More Text.
Cbe8f336 9b79 46b9 8844 b4d3830765a0 1024x576

ଜେଲରୁ ମୁକୁଳିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର : ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।  ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।  ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇଥିଲେ । ଗତକାଲି ବିକ୍ରମଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଥିଲା ।  ୨୦୨୫ ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା ।  ବିକ୍ରମ ପଣ୍ଡା ଜେଲରୁ ବାହାରିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି […]

Read More Text.
Wall e1788273659492 300x171

କାନ୍ଥ ଭୁଶୁଡି ମହିଳା ମୃତ

ମୟୂରଭଞ୍ଜ : ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ଜଣେ ମୃତ। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ମାତକମଡ଼ିହି ଗାଁରେ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ। ମୃତ ମହିଳା ବଡ଼ଭୁଣ୍ଡୁ ଗାଁର ସିନଗୋ ମୁର୍ମୁ। ସେ ଦୀର୍ଘ ଦିନ ଧରି ମାତକମଡ଼ିହି ସ୍ଥିତ ନିଜ ବାପ ଘରେ ରହୁଥିଲେ। ଗତକାଲି ରାତିରେ ସେ ଘରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଜଗୁ ଘରର ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ସିନଗୋ କାନ୍ଥ ତଳେ ଚାପି ହୋଇଯାଇଥିଲେ। […]

Read More Text.
Image

ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ କାଉନ୍ସିଲ୍ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶା ଲୋକଭବନ ହାସଲ କରିଛି ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍। ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ। ଯାହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ଲୋକଭବନ ହେଉଛି ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟ I ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ IGBC ପକ୍ଷରୁ ଲୋକଭବନକୁ ୧୦୦ରୁ ୮୮ ସ୍କୋର ସହ ଏହି ସମ୍ମାନଜନକ ସାର୍ଟିଫିକେସନ୍ ପ୍ରଦାନ କରାଯାଇଛି। ନବୀକରଣୀୟ […]

Read More Text.
Odisha Police Jobs 696x391

ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ: ବଳପୂର୍ବକ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଆରମ୍ଭ ହେଲାଣି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏଥିପାଇଁ ପୋଲିସ ଏବେଠୁ ସର୍ତକ ହୋଇଛି । ବଳପୂର୍ବକ ଚାନ୍ଦା ଆଦାୟ ଉପରେ ରୋକ୍ ଲଗାଇଛି । ଚାନ୍ଦା ଆଳରେ ବଟି ମାଗିଲେ ପଡ଼ିବ ମହଙ୍ଗା । ବଳପୂର୍ବକ ଚାନ୍ଦା ମାଗୁଥିବା ଲୋକଙ୍କ ଉପରେ ଆକ୍ସନ ନେବ ପୋଲିସ । ଏନେଇ ଏଥର […]

Read More Text.
FLOOD 1 1 e1785336473839 300x164

ବନ୍ୟା ପାଣିରେ ଭାସିଗଲେ ଖବରକାଗଜ ବିକ୍ରେତା

ବାରିପଦା : ଜଣେ ଖବରକାଗଜ ବିକ୍ରେତା ଖବର କାଗଜ ବିକ୍ରୀ କରିବାକୁ ଯାଇ ବନ୍ୟା ପାଣିରେ ଭାସି ନିଖୋଜ ହୋଇଛନ୍ତି l ଏହିଭଳି ଏକ ଦୁଖଃଦ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ଗୋରୁମୋହିଷାଣି ଥାନା ଅଞ୍ଚଳରେ l ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ଅଧୀନ ଆମ୍ବଡିହା ଗ୍ରାମର ଶଶିଧର ଗିରି (65) ପ୍ରତିଦିନ ଭଳି ଆଜି ସକାଳୁ ଖବରକାଗଜ ନେଇ ବାହାରିଥିଲେ ବିକ୍ରୀ କରିବାକୁ l ଗୋରୁମୋହିଷାଣି ଥାନା ଅନ୍ତର୍ଗତ ଆମଡାବେଡା- ନୂଆ ଗାଁ […]

Read More Text.
IMG 20260831 WA0208

ଦେଶ ପାଇଁ ରଗବି ଖେଳିବେ ସଫେଇ କର୍ମଚାରୀଙ୍କ ଝିଅ ସୁମିତ୍ରା 

ବାରିପଦା : ପରିବାରର ଆର୍ଥିକ ଅନଟନ ଓ କଠିନ ପରିସ୍ଥିତିକୁ ପଛରେ ପକାଇ ଆନ୍ତର୍ଜାତୀୟ କ୍ରୀଡ଼ା ଜଗତରେ ମୟୂରଭଞ୍ଜର ନାଁ ଚମକାଇଛନ୍ତି ବାରିପଦା ବ୍ଲକ ଅନ୍ତର୍ଗତ ରାଜାବସା ଶିକାରଘାଟିର ଝିଅ ସୁମିତ୍ରା ମୁର୍ମୁ I ଆସନ୍ତା ସେପ୍ଟେମ୍ବର ମାସ ୫ ଓ ୬ ତାରିଖରେ ଚୀନ୍‌ର କିଙ୍ଗଡାଓଠାରେ ଅନୁଷ୍ଠିତ ହେବାକୁ ଥିବା ୧୮ ବର୍ଷରୁ କମ୍ ଏସିଆ ରଗ୍‌ବୀ ଏମିରେଟ୍ସ ସେଭେନ୍ସ ଚାମ୍ପିଅନସିପ୍‌-୨୦୨୬ ପାଇଁ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି I ତାଙ୍କର ଏହି ସଫଳତା […]

Read More Text.