ଏକ୍ସେଲ୍ କ୍ରିକେଟ ଏକାଡେମୀ ତରଫରୁ ୧୫ ବର୍ଷରୁ କମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର : ଓଡ଼ିଶାର ମନ୍ଦାରମାଳିନୀ ସହର, ଭୁବନେଶ୍ୱରରେ ଯୁବପିଢ଼ିମାନଙ୍କ ମଧ୍ୟରେ କ୍ରିକେଟ ପ୍ରତିିଥିବା ସ୍ନେହ, ଶ୍ରଦ୍ଧା ଓ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ଏକ୍ସେଲ୍ କ୍ରିକେଟ ଏକାଡ଼େମୀ ତରଫରୁ ଏକ ପ୍ରତିଯୋଗିତା ଆରମ୍ଭ କରାଯାଇଅଛି । ଭୁବନେଶ୍ୱର ସେଣ୍ଟ ଯୋଶେଫ୍ ହାଇସ୍କୁଲ ପଡ଼ିଆରେ ଏହି ପ୍ରତିଯୋଗିତା ଦ୍ୱିତୀୟ ବର୍ଷ ପାଇଁ ଆୟୋଜିତ କରାଯାଇଅଛି । ଖେଳର ବିକାଶ ସହ ଯୁବ କ୍ରିକେଟରମାନଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇ ଦେବାପାଇଁ ଏହାର ଆଭିମୁଖ୍ୟ ରଖାଯାଇଛି । ଏକ୍ସେଲ୍ କ୍ରିକେଟ […]
Read More Text.