୪ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ବଦଳାଇଲା ବିଜେପି
ନୂଆଦିଲ୍ଲୀ : ବଦଳିଲେ ୪ ରାଜ୍ୟର ରାଜ୍ୟ ସଭାପତି। ଭାରତୀୟ ଜନତା ପାର୍ଟି (ବିଜେପି) ୪ ରାଜ୍ୟର ରାଜ୍ୟ ସଭାପତିଙ୍କୁ ବଦଳାଇଛି। ହାଇକମାଣ୍ଡ ନୂତନ ସଭାପତିଙ୍କ ନାମ ଘୋଷଣା କରିଛନ୍ତି ଏବଂ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜେପି ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ତ୍ରିପୁରାରେ ନୂତନ ରାଜ୍ୟ ସଭାପତିଙ୍କୁ ନିଯୁକ୍ତ କରିଛି। ହର୍ଷ ମାଲହୋତ୍ରାଙ୍କୁ ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଛି, କେୱଲ ସିଂହ ଢିଲୋଙ୍କୁ ପଞ୍ଜାବର ଦାୟିତ୍ୱ ଦିଆଯାଇଛି। ଅର୍ଚ୍ଚନା ଗୁପ୍ତାଙ୍କୁ […]
Read More Text.