୬ଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ମୟୂରଭଞ୍ଜ ଗସ୍ତ
୫ମ ରାଜ୍ୟ ଅର୍ଥ କମିଶନ ପାଣ୍ଠି ବିନିଯୋଗ ସମ୍ପର୍କରେ ସମୀକ୍ଷା ବାରିପଦା: ମୟୂରଭଞ୍ଜ ଜିଲ୍ଲାକୁ ୬ଷ୍ଠ ରାଜ୍ୟ ଅର୍ଥ କମିଶନ ଡ଼ଃ ଅରୁଣ କୁମାର ପଣ୍ଡା ପରିଦର୍ଶନରେ ଆସି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ନବଗଠିତ ୬ଷ୍ଠ ରାଜ୍ୟ ଅର୍ଥ କମିଶନ ସଭାପତି ଡ଼ଃ ଅରୁଣ କୁମାର ପଣ୍ଡା ଙ୍କ ସମେତ ସଦସ୍ୟ ଶ୍ରୀ ଅସିତ ରଞ୍ଜନ […]
Read More Text.