ଥାନା ଭିତରେ ଗଣ୍ଡଗୋଳ, ୮ ଗିରଫ

ବାରିପଦା : ଥାନା ପିରିସରରେ ଦୁଇ ଯୁବ ଗୋଷ୍ଠୀ ଙ୍କ ଭିତରେ ମାରପିଟ ଗଣ୍ଡୋଗୋଳ l ଏହିଭଳି ଏକ ଘଟଣା ଦେଖିବାକୁ ମିଳିଅଛି ବାରିପଦା ଟାଉନ ଥାନା ରେ l ଗତକାଲି ଲୁଲୁଙ୍ଗ କୁ ବାରିପଦା ସହରର ଭଞ୍ଜପୁର ଅଞ୍ଚଳର ଚାରିଜଣ ଯୁବକ ପିକନିକ କରିବାକୁ ଯାଇଥିଲେ l ସେଠାରେ ଗାଡି ପାର୍କିଙ୍ଗ କୁ ନେଇ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଡୁକୁରା ଅଞ୍ଚଳର କିଛି ଯୁବକଙ୍କ ସହିତ ଵଚସା ହୋଇଥିଲା l ଏହାପରେ ଭଞ୍ଜପୁର […]

Read More Text.

ସୁରକ୍ଷାରେ ତ୍ରୁଟି ଥିବା ମାନିଲା ସିବିଏସ୍ଇ

ନୂଆଦିଲ୍ଲୀ: ଅନ୍‌ସ୍କ୍ରିନ ମାର୍କିଂ (ଓଏସ୍ଏମ୍)କୁ ନେଇ ବିବାଦ ଚାଲିଥିବାବେଳେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶେଷରେ ନିରବତା ଭାଙ୍ଗିଛି। ଏକ୍‌ରେ ଏକ ବୟାନରେ ବୋର୍ଡ କହିଛି ଯେ, ଦୁଇଥର ହ୍ୟାକ୍ ହେବା ପରେ ସେମାନେ ଏହାର ସେବା ପ୍ରଦାନକାରୀଙ୍କ ଓଏସ୍ଏମ୍ ପୋର୍ଟାଲରେ ଚିହ୍ନଟ ହୋଇଥିବା ଦୁର୍ବଳତା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସିବିଏସ୍ଇ ଏକ ସରକାରୀ ବିବୃତିରେ କହିଛି ଯେ, ବିଭିନ୍ନ ସରକାରୀ ଏଜେନ୍ସି ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ସାଇବର ସୁରକ୍ଷା […]

Read More Text.

କରାଳ ରୂପ ଦେଖାଇବ କାଳବୈଶାଖୀ ! କନ୍ଧମାଳ ଓ ଗଜପତିକୁ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର ୩୧।୫: ଆସୁଛି କାଳବୈଶାଖୀ । ପବନର ବେଗ ତୀବ୍ର ରହିବ, ଆଉ କୁଆ ପଥର ବର୍ଷା ହେବ । ଘଣ୍ଟା ପ୍ରତି ପବନର ବେଗ ୬୦-୭୦ କିଲୋମିଟର ଯାଏଁ ବହିବ । ଏଥିସହ କୁଆ ପଥର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ଉତ୍ତର ଓ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଓଡ଼ିଶା ଉପରେ ରହିଛି ଟ୍ରପ୍ ଲାଇନ୍ । […]

Read More Text.
1

ଆକ୍ସନ ମୋଡରେ ପୁରୀ ପୁଲିସ,ଅପରାଧୀଙ୍କୁ ଏନକାଉଣ୍ଟର

ପୁରୀ:ଆକ୍ସନ ମୋଡରେ ପୁରୀ ପୁଲିସ। ରାଜ୍ୟରେ ଦିନକୁ ଦିନ ଅପରାଧୀମାନେ ଅପରାଧ ଘଟାଉଛନ୍ତି। ନା ସେମାନଙ୍କ ଭିତରେ ପୁଲିସ ଭୟ ଅଛି। ଅପରାଧ ଘଟାଉଥିବ ଅପରାଧୀମାନଙ୍କ ପାଇଁ ଚିନ୍ତାରେ ପୁଲିସ।। ଘାଇଲା ହେଲା କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା ଓରଫ ଚନ୍ଦନ। ବାସେଳୀ ସାହି ଥାନା ପୋଲିସ ପକ୍ଷରୁ ଗତକାଲି ରାତିରେ ଓଁକାରେଶ୍ବର ନିକଟରେ ଏନକାଉଣ୍ଟର କରାଯାଇଥିଲା। ଚନ୍ଦନର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। […]

Read More Text.
WhatsApp Image 2026 05 31 at 3.23.34 PM

ସ୍ବାମୀ ସହ ଆସି ମହାନଦୀକୁ ଡେଇଁଲେ ନବବିବାହିତା

ସୋନପୁର :ମହାନଦୀ ସେତୁ ଉପରୁ ଡେଇଁ ମହିଳା ଗୁରୁତର l ସୋନପୁର ମହାନଦୀ ସେତୁ ଉପରୁ ଆଜି ଜଣେ ମହିଳା ମହାନଦୀ ଗର୍ଭକୁ ଡେଇଁ ଜୀବ ହାରିବା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି l ଆଜି ସକାଳେ ଜଣେ ଦମ୍ପତ୍ତି ଏକ ମୋଟର ସାଇକେଲ ରେ ଆସି ବ୍ରିଜ ଉପରେ ଅଟକି ଥିଲେ l ଉଭୟେ କିଛି ସମୟ ଫଟୋ ଉଠେଇଥିଲେ l ତେବେ ହଠାତ ମହିଳା ଜଣକ ମହିଳା ଜଣକ ମହାନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ […]

Read More Text.
BJPs Manmohan Samal Slams BJD Congress for ‘Disrupting Odisha Assembly

ବାର୍ଦ୍ଧକ୍ୟ ଭତ୍ତା ସମସ୍ୟା : ୧୫ ଦିନରେ ହେବ ସମାଧାନ

ଭୁବନେଶ୍ୱର ୩୧।୦୫ : କେଉଁଠି ୨ମାସ ତ ଆଉ କେଉଁଠି ୩ମାସ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ନପାଇ ଦହଗଞ୍ଜ ହେଉଛନ୍ତି ବୃଦ୍ଧ, ବୃଦ୍ଧା। ପରିଣତ ବୟସରେ ମାସ ମାସ ଧରି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ୁଥିବା ବେଳେ ସରକାରୀ ଅଧିକାରୀ କେବଳ ପ୍ରତିଶ୍ରୁତି ଦେଉଥିବାର ଦେଖିବାକୁ ମିଳୁଛି। ଆର୍ଥିକ ଅନଟନ ଭିତରେ ରହିଥିବା ଅନେକ ବୟସ୍କ ଲୋକେ, ଯେଉଁମାନେ ଭତ୍ତା ଗଣ୍ଡାକ ଉପରେ ନିର୍ଭର କରୁଥିଲେ ସେମାନଙ୍କ ପାଇଁ ଅସହ୍ୟ ହେଲାଣି ଭତ୍ତା ଯନ୍ତ୍ରଣା। ସମସ୍ୟାକୁ ନେଇ ଚର୍ଚ୍ଚା […]

Read More Text.
Egg attack on mp aparajita 2026 05 31 20 07

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼, ନାବାଳକ ସମେତ ୨ ଗିରଫ

ଭୁବନେଶ୍ବର: ଚଳିତ ମାସ ୧୭ ତାରିଖରେ ବୋଲଗଡ଼ ଗସ୍ତ ସମୟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ ଜଣେ ୧୭ ବର୍ଷୀୟ ନାବାଳକ ସମେତ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଏଯାଏଁ ଫେରାର୍‌ ରହିଥିବା ଜଣାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ବୋଲଗଡ଼ ଫ୍ଲାଏଓଭର ନିକଟରେ ସାଂସଦ ଶ୍ରୀମତିଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏନେଇ ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଧନେଶ୍ବର ବାରିକଙ୍କ ଲିଖିତ ଅଭିଯୋଗକ୍ରମେ, ୧୯ […]

Read More Text.
Low cost housing scheme oshb 2026 05 31 17 44

ରାଜ୍ୟରେ ସୁଲଭ ମୂଲ୍ୟରେ ଗୃହ ନିର୍ମାଣ କରିବ ଓଏସ୍‌ଏଚ୍‌ବି

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ସାରା ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ। ସମ୍ପ୍ରତି ବୋର୍ଡ ପକ୍ଷରୁ ଭୁବନେଶ୍ବରରେ ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାକୁ ସମ୍ପ୍ରସାରିତ କରାଯିବ। ଏନେଇ ଆଜି (ରବିବାର) ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ […]

Read More Text.
Untitled 1 copy

ଖଣି ବିଭାଗର ଚଢାଉ: ୧୧ ହାଇଓ୍ବା ଓ ୪ ଟ୍ରାକ୍ଟର ଜବତ

ଜଳେଶ୍ଵର : ବାଲେଶ୍ବର ଖଣି ବିଭାଗ ପକ୍ଷରୁ ଜଳେଶ୍ଵରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୦ଟି ହାଇଓ୍ବା ଓ ୪ଟି ଟ୍ରାକ୍ଟର ଜବତ କରାଯାଇଛି।ଜବତ ଗାଡ଼ିଗୁଡିକରେ ବାଲି,ମାଟି,ମୋରମ ବୋଝେଇ ହୋଇ ଯାଉଥିଲା ବୋଲି କୁହାଯାଇଛି। ବାଲେଶ୍ଵର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତକାଲି ରାତି ଦୁଇଟା ସମୟରେ ବାଲେଶ୍ଵରଜିଲ୍ଲା ଖଣି ଅଧିକାରୀ ଜଗନ ବେହେରା ଓ ରୋହିତ ସାମଲଙ୍କ ନିର୍ଦ୍ଦେଶରେ କନିଷ୍ଠ ଖଣି ଅଧିକାରୀ ତାପସ ବେହେରା, ସତ୍ୟ ଚିନ୍ମୟ ଜେନାଙ୍କୁ ମିଶାଇ ମୋଟ ୫ ଜଣ କନିଷ୍ଠ ଖଣି […]

Read More Text.
4db5964d 9700 4b03 b496 bdc5bb30a984

ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ପଣ୍ଡିତ ନିରଞ୍ଜନ ରଥ: ୭୯ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (୩୦/୦୫) : ପଣ୍ଡିତ ନିରଞ୍ଜନ ରଥ ଏକାଧାରରେ ଜଣେ ବିଶିଷ୍ଟ ଶିକ୍ଷାବିତ, ପ୍ରବୀଣ ସାମ୍ବାଦିକ, ବରିଷ୍ଠ ସମାଜସେବୀ ଏବଂ ପ୍ରାଚୀନ ସାହିତ୍ୟର ଜଣେ ଅଗାଧ ବିଦ୍ୱାନ ଥିଲେ। ସଂସ୍କୃତ, ବେଦ ଓ ବେଦାନ୍ତ ଉପରେ ତାଙ୍କର ପାଣ୍ଡିତ୍ୟ ତାଙ୍କୁ ଏକ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବେ ପ୍ରତିଷ୍ଠିତ କରିଥିଲା। ‘ପୂଜ୍ୟ ପୂଜା, ଓଡ଼ିଶା’ ପକ୍ଷରୁ ଓଡ଼ିଶା ଲେଖକ ସମବାୟ ସମିତି ପରିସରରେ ଆୟୋଜିତ ସ୍ୱର୍ଗୀୟ ରଥଙ୍କ ୭୯ତମ ଜୟନ୍ତୀ ପାଳନ ଅବସରରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। […]

Read More Text.