ଅଂଶୁଘାତରେ ମହିଳା ମୃତ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର କାକୁଡିରାମା ଗ୍ରାମର ଜନୈକ ମହିଳାଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଶନିବାର ଦିନ କାକୁଡିରାମା ଗ୍ରାମର ରାମଚନ୍ଦ୍ର କିସ୍ କୁ ଓ ତାଙ୍କ ଦିତୀୟ ପତ୍ନୀ ଲତା ପିଙ୍ଗୁଆ(୨୬) ଗାଁ ପାଖରେ ଆଦିବାସୀଙ୍କ ପାରମ୍ପରିକ କାତିଖେଳ ଦେଖିବାକୁ ଯାଇଥିଲେ । ଅପରାହ୍ନ ରେ ଖେଳ ଦେଖୁଥିବାବେଳେ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଘରକୁ ଅଣା ଯାଇଥିଲା […]
Read More Text.