ନାବାଳକକୁ ସାବାଳକ ସଜାଇ ଗିରଫ କଲା ପୋଲିସ, ଭୁଲ ଧରିଲେ ଆଇନସେବା ପ୍ରାଧିକରଣର ସଚିବ
ନୟାଗଡ : ନାବାଳକକୁ ପୋଲିସ ୧୯ ବର୍ଷ ଦର୍ଶାଇ କରିଛି ଗିରଫ । ଏଭଳି ପୋଲିସର ତ୍ରୁଟିକୁ ଧରିଛିନ୍ତି ଆଇନସେବା ପ୍ରାଧିକରଣର ସଚିବ । ଗତମାସ ୧୯ତାରିଖ ସନ୍ଧ୍ୟା ସମୟରେ ଇଟାମାଟି ପୋଲିସ ସଂଖେଇ, ନୋତାର ଓ ଖଇରପଟି ଅଞ୍ଚଳକୁ ପାଟ୍ରୋଲିଙ୍ଗ କରିବା ପାଇଁ ଯାଇଥିଲା । ପୋଲିସ ଖବର ପାଇଥିଲା କି ସଂଖେଇ ହାଇସ୍କୁଲ ନିକଟରେ ୧୯ ରୁ ୧୦ ଜଣ ଯୁବକ ମାରଣା ଅସ୍ତ୍ର ଧରି ଡକାୟତି କରିବାପାଇଁ ପ୍ରସ୍ତୁତ ହେଉଛନ୍ତି । ପୋଲିସ ସେଠାରେ […]
Read More Text.