ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ଭୁବନେଶ୍ବର: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ୯୦ ବର୍ଷ ବୟସରେ ରମାକାନ୍ତ ରଥ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ଭୋରୁ ଭୁବନେଶ୍ବର ଖାରବେଳନଗର ବାସଭବନରେ ତାଙ୍କର ପରଲୋକ ଘଟିଛି ।୨୦୦୬ରେ ରମାକାନ୍ତ ରଥଙ୍କୁ ଭାରତ ସରକାର ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ପାଇଁ ସେ ପରିଚିତ ଥିଲେ । ଏହାଛଡ଼ା ସେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ, କେନ୍ଦ୍ର […]

Read More Text.

କର୍ଣ୍ଣାଟକରେ ମୁସଲିମ୍ କନ୍‌ଟ୍ରାକ୍ଟରଙ୍କୁ ୪% ସଂରକ୍ଷଣ, ବିଜେପି କହିଲା- ରାହୁଲ ଗାନ୍ଧୀଙ୍କ ମାନସିକତାର ପ୍ରତିଫଳନ

ନୂଆଦିଲ୍ଲୀ: କର୍ଣ୍ଣାଟକ ଟ୍ରାନ୍ସପରେନ୍ସି ଇନ୍ ପବ୍ଲିକ୍ ପ୍ରକ୍ୟୁରମେଣ୍ଟ (KTPP) ଆକ୍ଟରେ ସଂଶୋଧନକୁ କର୍ଣ୍ଣାଟକ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ସଂଶୋଧନ ପରେ ଠିକା କାମରେ ମୁସଲ୍‌ମାନ ଠିକାଦାରଙ୍କୁ ଚାରି ପ୍ରତିଶତ ସଂରକ୍ଷଣ ଦିଆଯିବ । କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ ଚଳିତ ବିଧାନସଭା ଅଧିବେଶନ ସଂଶୋଧିତ ବିଧେୟକ ଆଗତ କରାଯାଇପାରେ । ଏହା ପୂର୍ବରୁ ମାର୍ଚ୍ଚରେ ସିଦ୍ଦରମୈୟା କହିଥିଲେ ଯେ ସରକାରୀ କାର୍ଯ୍ୟରେ ୪ ପ୍ରତିଶତ ଠିକା ମୁସଲମାନଙ୍କ ପାଇଁ ସଂରକ୍ଷିତ ରଖାଯିବ । ମୁସଲିମ […]

Read More Text.

‘ଧର୍ମପଦ’ ଉପାଖ୍ୟାନ ଦେଇ ଦଳୀୟ ନେତାଙ୍କୁ ଟାର୍ଗେଟ କଲେ ଅଶୋକ

ଭୁବନେଶ୍ଵର: ୨୪ ବର୍ଷ ଧରି ଚୁପ୍ ରହିଥିବା ନେତା ଏବେ ଦଳର ପରାହତ ପରେ ଧିରେ ଥିରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାଜା ଚକ୍ର ମାମଲାରେ ଘସିପୁରା ବିଜେଡି ବିଧାୟକ ବଦ୍ରିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଏବେ ବି ଚର୍ଚ୍ଚା ଥମିନଥିବା ବେଳେ ଆଜି ହୋଲିରେ ପୁଣି ମୁହଁ ଖୋଲି ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଛନ୍ତି ଆଉ ଜଣେ ବରିଷ୍ଠ ବିଜେଡି ନେତା । ହୋଲିରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ […]

Read More Text.

ଯଦି ହିନ୍ଦୀକୁ ବିରୋଧ କରୁଛ ନିଜ ଚଳଚ୍ଚିତ୍ରକୁ ହିନ୍ଦୀରେ ଡବ୍ କରୁଛ କାହିଁକି ?: ପବନ କଲ୍ୟାଣ

ହାଇଦ୍ରାବାଦ : ଜନସେନା ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ତାମିଲନାଡୁର ରାଜନେତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହି ନେତାମାନେ ହିନ୍ଦୀକୁ ବିରୋଧ କରନ୍ତି, ତଥାପି ଆର୍ଥିକ ଲାଭ ପାଇଁ ତାମିଲ ଚଳଚ୍ଚିତ୍ରକୁ ହିନ୍ଦୀରେ ଡବିଂ କରିବାକୁ ଅନୁମତି ଦିଅନ୍ତି । ମୁଁ ବୁଝିପାରୁନାହିଁ କାହିଁକି କିଛି ଲୋକ ସଂସ୍କୃତକୁ ସମାଲୋଚନା କରନ୍ତି । ତାମିଲନାଡୁର ରାଜନେତାମାନେ କାହିଁକି ହିନ୍ଦୀକୁ ବିରୋଧ କରୁଛନ୍ତି ଏବଂ ଆର୍ଥିକ ଲାଭ ପାଇଁ ସେମାନଙ୍କ ଚଳଚ୍ଚିତ୍ରକୁ […]

Read More Text.

ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ

ଭୁବନେଶ୍ଵର: ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି । ହତ୍ୟା କାଣ୍ଡର କାରଣ ଜଣାପଡିନଥିବା ବେଳେ ଉଭୟ ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୋଟେ ପଟେ ହୋଲି ସେଲିବ୍ରେସନ ଚାଲିଥିବା ବେଳେ ସେପଟେ ରାଜଧାନୀ ଭୁବନେଶ୍ଵରରେ ଗଡିଛି ଦୁଇ ଦୁଇଟି ମୁଣ୍ଡ । ମଞ୍ଚେଶ୍ଵର ସମେଇଗାଡିଆରେ […]

Read More Text.

ପାନକାର୍ଡ ପରି ଏବେ ଆଧାର ସହ ଲିଙ୍କ ହେବ ଭୋଟର ଆଇକାର୍ଡ

ନୂଆଦିଲ୍ଲୀ: ନିର୍ବାଚନୀ ପାରଦର୍ଶିତା ବଢାଇବା ଉଦ୍ଦେଶ୍ୟରେ ଏବେ ଭୋଟର ଆଇଡିକୁ ଆଧାର ସହ ସଂଯୋଗ କରିବା ପ୍ରକ୍ରିୟା ଜୋରଦାର କରାଯାଇଛି । ପାନକାର୍ଡ ପରି ଏବେ ଭୋଟ ପରିଚୟ ପତ୍ରକୁ ମଧ୍ୟ ଆଧାର ସହ ସଂଯୋଗ କରିବା ଯୋଜନା ଉପରେ ନିର୍ବାଚନ ଆୟୋଗ ଗମ୍ଭୀରତାର ସହ କାମ କରୁଛନ୍ତି । ଏହି କ୍ରମରେ ଆଗାମୀ ସପ୍ତାହରେ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏଥିରେ ଗୃହ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟ ଓ ଆଧାର ଜାରି […]

Read More Text.

୭୩ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କନ୍ଧମାଳ: ମାତିଛନ୍ତି ଗଞ୍ଜେଇ ମାଫିଆ। ୭୩ କେଜି ଗଞ୍ଜେଇ ଜବତ। କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ ସମୟରେ ୭୩ କେଜି ଗଞ୍ଜେଇ ଜବତ ହୋଇଛି। ସାରଙ୍ଗଡ଼ରୁ ଫୁଲବାଣୀ ଏସଏଚ ଏକ ନମ୍ବର ରାସ୍ତାରେ ପେଟ୍ରୋଲିଂ ବେଳେ ସଅବାଲି ନିକଟ ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ପୋଲିସକୁ ଦେଖି ଖସି ପଳାଇଥିଲେ। କ.ନୂଆଗାଁ ଥାନା ଅଧିକାରୀ ଅଶୋକ ହାଁସଦା ଙ୍କ ନେତୃତ୍ୱରେ ଏକ ଟିମ ସଅବାଲି ଜଙ୍ଗଲରେ ଚଢ଼ାଉ କରିଥିଲା। ଏହି ଚଢାଉ ବେଳେ ଘଟଣାସ୍ଥଳରୁ […]

Read More Text.

ଆମେରିକାରେ ପାକିସ୍ତାନୀଙ୍କ ଏଣ୍ଟ୍ରି ହେବ ବ୍ୟାନ, ଲିଷ୍ଟରେ ଅଛନ୍ତି ୪୧ ଦେଶ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ଦିନଠୁ ବେଆଇନ ପ୍ରବାସ ପ୍ରସଙ୍ଗରେ କଠୋଇ ଆଭିମୁଖ୍ୟ ପୋଷଣ କରିଆସୁଛନ୍ତି । ବେଆଇନ ପ୍ରବାସୀଙ୍କୁ ବିମାନରେ ବସାଇ ଦେଶରୁ ବିତାଡିତ କରିବାରେ ଲାଗିଛନ୍ତି । ଏବେ ଆମେରିକାରେ ଅବୈଧ ପ୍ରବାସ ରୋକିବାକୁ ଆଉ ଏକ ବଡ ଆକ୍ସନ ନେବାକୁ ଯାଉଛନ୍ତି ଟ୍ରମ୍ପ ପ୍ରଶାସନ । ଡୋନାଲ୍ଡ ଟ୍ରମ୍ପ ୪୧ଟି ଦେଶ ଉପରେ ଯାତ୍ରା ବ୍ୟାନ୍ ଲଗାଇବାକୁ ବିଚାର କରୁଛନ୍ତି । ଏହି ଲିଷ୍ଟରେ ପାକିସ୍ତାନ, ଭୁଟାନ, ବେଲାଋଷ, ତୁର୍କମେନିସ୍ତାନ […]

Read More Text.

ରଙ୍ଗ ନୁହେଁ ୨୫ ବର୍ଷ ହେଲା ଫୁଲରେ ଚାଲିଛି ହୋଲି ସେଲିବ୍ରେସନ

କଟକ: ରଙ୍ଗର ପର୍ବ ହୋଲିରେ ଉତ୍ସବମୁଖର ଦିଲ୍ଲୀ ଠୁ ପଲ୍ଲୀ। କେଉଁଠୁ ଫୁଲ ତ ଆଉ କେଉଁଠି କାଦୁଅ, ଆଉ କେଉଁଠି ରଙ୍ଗର ଅବିର, ବିଭିନ୍ନ କେମିକାଲ ରଙ୍ଗରେ ଚାଲିଛି ହୋଲି ଖେଳ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ କୌଣସି ଉପାନ୍ତ ଅଞ୍ଚଳ କି ବିଦେଶ ନୁହେଁ, ଏ ହେଉଛି ଭାଇଚାରାର ସହର ସିଲଭର ସିଟି କଟକ, ଯେଉଁଠି ରଙ୍ଗ ନୁହେଁ ବରଂ ଫୁଲରେ ହୋଲି ପର୍ବ ପାଳନ କରାଯାଏ । ସବୁଠୁ ରୋଚକ […]

Read More Text.

ବିହାରରେ ହୋଲି ଉତ୍ସବ ପାଳନ ବେଳେ ବିଭିନ୍ନ ସ୍ଥାନରେ ୧୯ ମୃତ

ପାଟନା : ବିହାରରେ ହୋଲି ଉତ୍ସବ ପାଳନ ବେଳେ ଦୁର୍ଘଟଣାର ଖବର ଆସୁଛି। ବିଭିନ୍ନ ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ସବୁଠୁ ଅଧିକ ମୃତ୍ୟୁ ମଧୁବନୀ ଓ ବେଗୁସରାୟରେ ହୋଇଛି। ଏହି ଦୁଇ ଜିଲ୍ଲାରେ ୪ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ମୁଜଫରପୁରେ ୩, ସୁପୌଲରେ ୨ ଓ ସମସ୍ତିପୁରରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି। ବିହାରର ଅନେକ ଜିଲ୍ଲାରେ ଶୁକ୍ରବାର ହୋଲି ପାଳନ ହୋଇଥିଲା ଆଉ କିଛି ଜିଲ୍ଲାରେ ଶନିବାର ଲୋକେ […]

Read More Text.