ଅପରେସନ ସିନ୍ଦୁର, ମିଜାଇଲ ମାଡରେ ନିହତ ୫ ଆତଙ୍କୀଙ୍କ ସୂଚନା ଦେଲେ ଭାରତୀୟ ସେନା

ଇସଲାମାବାଦ : ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ମେ ୭ ତାରିଖ ବୁଧବାର ସକାଳେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ।  ଏହା ଏକ ଯୋଜନାବଦ୍ଧ ସାମରିକ କାର୍ଯ୍ୟାନୁଷ୍ଠାନ ଥିଲା ଯେଉଁଥିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ପରିଚାଳନା କରୁଥିବା ଆତଙ୍କବାଦୀମାନଙ୍କୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ଲଢ଼ୁଆ ବିମାନ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା ।  ପାକିସ୍ତାନ ଭିତରେ ଥିବା ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ଭୟଙ୍କର ଆତଙ୍କବାଦୀମାନଙ୍କୁ ଭାରତୀୟ […]

Read More Text.

ପାକିସ୍ତାନ ହାଲତ ଖରାପ : ମିସାଇଲକୁ ଅକାମି କଲା ଭାରତୀୟ ବିମାନ S-400

ହରିୟାଣାର ସିରସା ଉପରେ ପାକିସ୍ତାନୀ କ୍ଷେପଣାସ୍ତ୍ର ଫତାହ-୧କୁ ବିଫଳ କରିଦେଇଛି ଇଣ୍ଡିଆନ ଏୟାର ଡିଫେନ୍ସ ସିଷ୍ଟମ S-400 ।  ଆକାଶ  ଏୟାର ଡିଫେନ୍ସ  45 କିଲୋମିଟର ପଥୀବୀ ପୃଷ୍ଠରୁ ଯାଉଥିବା କ୍ଷେପଣାସ୍ତ୍ର । ଆଜି ହରିୟାଣାରେ ଥିବା ସିରସା ଉପରେ ପାକିସ୍ତାନୀ ମିଜାଇଲ ଫତାହ ୧ କୁ ବିଫଳ କରି ଦେଇଛି  । ପାକିସ୍ତାନୀ  ମିଜାଇଲର ଲକ୍ଷ୍ୟ ଦିଲ୍ଲୀ ରହିଥିଲା ।  କିନ୍ତୁ ହରିୟାଣାର ସିରସାରେ ଏହାକୁ ସଫଳତାର ସହ ନିକ୍ଷେପ କରାଯାଇଛି ।   ତେବେ ମିଜାଇଲ […]

Read More Text.

ସର୍ଟ ସର୍କିଟରୁ ଗୁଣପୁର ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସର୍ଟ ସର୍କିଟ ଯୋଗୁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛିI କମ୍ପ୍ୟୁଟର ବିଭାଗରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି ବୋଲି ପ୍ରାରମ୍ଭିକ ସୂଚନା ମିଳିଛି I ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଅପରପକ୍ଷରେ ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିର କର୍ତ୍ତୃପକ୍ଷ ଏବଂ ପୁଲିସ ଘଟଣାର […]

Read More Text.

ସାଧାରଣ ନାଗରିକ ଓ ଡାକ୍ତରଖାନାକୁ ଟାର୍ଗେଟ କରୁଛି ପାକିସ୍ତାନ: ବିଦେଶ ମନ୍ତ୍ରଣାଳୟ

ଭାରତର ଆକ୍ରମଣରେ ପାକିସ୍ତାନ ବହୁ କ୍ଷତି ଘଟିଛି। ହେଲେ ପାକିସ୍ତାନ ସାମାଜିକ ଗଣମାଧ୍ୟମ ଓ ନିଜର ଗଣମାଧ୍ୟମ ଜରିଆରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ବହୁ ମିଥ୍ୟା ଖବର ଏବଂ ଗୁଜବ ପ୍ରସାରଣ କରୁଛି ବୋଲି ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି। ଅପରେସନ ‘ସିନ୍ଦୂର’କୁ ନେଇ ବିଦେଶ ମନ୍ତ୍ରଣାଳୟ ଏବଂ ସେନାର ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ଚାଲ୍‌ ବିଷୟରେ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଭାରତର କୌଣସି କ୍ଷତି ହୋଇନାହିଁ। […]

Read More Text.

ଚାରି ଧାମ ଯାତ୍ରା ହେଲିକପ୍ଟର ସେବା ବନ୍ଦ

ଡେରାଡୁନ: ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ (ୟୁସିଏଡିଏ) ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ହେଲିକପ୍ଟର ସେବାକୁ ତୁରନ୍ତ ସ୍ଥଗିତ ରଖିଛି। ରିପୋର୍ଟ ଅନୁଯାୟୀ, ହେଲିକପ୍ଟର ସେବା କେବଳ ଚାରିଧାମ ଯାତ୍ରା ସ୍ଥାନରୁ ତୀର୍ଥଯାତ୍ରୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉପଲବ୍ଧ ହେବ। ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଭାଗୀରଥି ନଦୀ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପାଞ୍ଚ ଜଣ ମହିଳାଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହେବାର ଦୁଇ ଦିନ ପରେ ଏହାକୁ ସ୍ଥଗିତ ରଖାଯାଇଛି। ଦୁର୍ଘଟଣାରେ […]

Read More Text.

ଡ୍ରୋନ୍ ଉପରେ କଡା ନଜର ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କଲେ ଓଡିଶା ସରକାର

ଭୁବନେଶ୍ବର: ଭାରତ-ପାକିସ୍ତାନ ବିବାଦ ବୃଦ୍ଧି ପାଉଥିବା ମଧ୍ୟରେ, ଓଡ଼ିଶା ସରକାର କିଛି ଉପକୂଳବର୍ତ୍ତୀ ଅଞ୍ଚଳକୁ ନୋ-ଫ୍ଲାଏ ଜୋନ୍ ଭାବରେ ଘୋଷଣା କରିଛନ୍ତି ଏବଂ ରାଜ୍ୟରେ ଡ୍ରୋନ୍ ବ୍ୟବହାର ଉପରେ କଡ଼ା ନଜର ରଖିଛନ୍ତି। ପାକିସ୍ତାନ ନିରନ୍ତର ଭାବରେ ଭାରତର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଡ୍ରୋନ୍, କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣ କରୁଥିବାରୁ, ରାଜ୍ୟ ସରକାର ଅଣ-ପଞ୍ଜିକୃତ ଡ୍ରୋନ୍ ଅପରେଟରମାନଙ୍କ ଉପରେ କଡ଼ା ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଜାରି କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି, […]

Read More Text.

ସାରା ଓଡ଼ିଶାରେ ହାଇଆର୍ଲଟ: ପରିସ୍ଥିତି ଅନୁସାରେ ନିଆଯିବ ପଦକ୍ଷେପ

ଭୁବନେଶ୍ବର: ସାରା ଓଡ଼ିଶାକୁ ହାଇଆର୍ଲଟରେ ରଖାଯାଇଛି। ପରିସ୍ଥିତି ଅନୁସାରେ ନିଆଯିବ ଆକ୍ସନ। ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନୁଷ୍ଠିତ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର। ସେ କହିଛନ୍ତି, ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନୁଷ୍ଠିତ ବଡ଼ ଧରଣର ବୈଠକରେ ଅନେକଗୁଡ଼ିଏ ପଦକ୍ଷପ ନିଆଯାଇଛି I ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଇଣ୍ଟରନାଲ ଡ୍ୟାମ, ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଦ୍ବିଗୁଣିତ କରି ଦିଆଯାଇଛିI ଏନେଇ ଡିଫେନ୍ସ ଫୋର୍ସ,ସେଣ୍ଟ୍ରାଲ ଏଜେନ୍ସି […]

Read More Text.

୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ, ଆହୁରି ୫ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ମେ ୧୪ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିବ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ସୂଚନା ଦେଇଛି। ମେ ୧୦ ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲା କିଛି ସ୍ଥାନରେ ଗରମ ଏବଂ ଗୁଳୁଗୁଳି ଜାରି ରହିବ। ମେ ୧୧ ରୁ ୧୪ ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଜପତି, […]

Read More Text.

ମଇ ୨୭ ତାରିଖ ସୁଦ୍ଧା କେରଳ ଛୁଇଁବ ମୌସୁମୀ

ଭୁବନେଶ୍ବର: ଏଥର ସଅଳ ଆସିବ ମୌସୁମୀ। ଗତ ବର୍ଷ ମଇ ୩୦ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ହେଲେ ୨୦୨୫ରେ ମଇ ୨୭ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡ କେରଳ ନିକଟରେ ଛୁଇଁବା ସମ୍ଭାବନା ରହିଛିl ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆସନ୍ତା ମେ’ ୨୭ ବେଳକୁ ‌ମୌସୁମୀ ଭାରତ […]

Read More Text.

ଓଡ଼ିଶା ତଟକୁ ଜଗିଛି ଡ୍ରୋନ, ୫ ଜଣ ଲେଖାଏଁ ପିଏସଓ ମୁତୟନ

ଭୁବନେଶ୍ୱର : ଓଡ଼ିଶା ତଟକୁ ଜଗିଛି ଡ୍ରୋନ । ମାଛଧରା ବନ୍ଦରରେ ଡ୍ରୋନ ମୁତୟନ କରାଯାଇଛି । ୫ ଜଣ ଲେଖାଏଁ ପିଏସଓ ମୁତୟନ କରାଯାଇଛି । ଉପକୂଳ ସୁରକ୍ଷା ପ୍ରସ୍ତୁତି ନେଇ ତଟ ସୁରକ୍ଷା ADG ଅରୁଣ ବୋଥ୍ରାଙ୍କ ସୂଚନା ଦେଇଛନ୍ତି। କମ୍ୟୁନିଟି ପୋଲିସିଂ ପ୍ରୋଗ୍ରାମ ଜାରି ରହିଛି । ୧୮ଟି ଥାନା ସ୍ତରରେ କାମ କରାଯାଉଛି । ମେରାଇନ ଥାନାକୁ ଆଲର୍ଟ କରାଯାଇଛି । କୋଷ୍ଟାଲ ଅଞ୍ଚଳରେ ସିକ୍ୟୁରିଟି ବଢ଼ାଯାଇଛି । ମେରାଇନ ପାଟ୍ରୋଲିଂ ସହ […]

Read More Text.