ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହେଲା ହାଟବାଦଡା ହାଟର ନିଲାମ
ସୋର୍ବୋଚ୍ଚ ଡାକରେ ନିଲାମ ନେଲେ ଜଣେ ଡାକ୍ତର ବାରିପଦା : ଭାରତ ସରକାରଙ୍କଠାରୁପୁରଷ୍କୃତ ହୋଇଥିବା ହାଟବାଦଡା ହାଟର ଆଜି ନିଲାମ ଡାକ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ।ଏହି ନିଲାମ ସମୟରେ କୁସୁମି ବ୍ଳକ ଏବିଡିଇଓ ବିନତୀ ମାରାଣ୍ଡୀ, ହାଟବାଦଡା ସରପଞ୍ଚ ସବିତା ସୋରେନ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଜନ୍ମେଜୟ ସେଠୀ, କର୍ମଚାରୀ ଭୋଳାନାଥ ବେହେରା,ବାଦାମ ପାହାଡ଼ ଥାନାଧିକାରୀ କମଳାକାନ୍ତ ହେମ୍ବ୍ରମ,ସୁଲାଇପାଟ ଫାଣ୍ଡି ଅଧିକାରୀ ରଘୁନାଥ ଦେହୁରୀ,ହାଟବାଦଡା ଫାଣ୍ଡି ଅଧିକାରୀ, ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି,ଗଣମାଧ୍ୟମ ପ୍ରତିନିଧି […]
Read More Text.