Img 20250420 Wa0184

ଅତ୍ୟାଧୁନିକ ଶୀତ ତାପ ନିୟନ୍ତ୍ରିତ ଡିଜିଟାଲ କମ୍ପ୍ୟୁଟର ସୋରୁମ୍ ଉଦ୍ଘାଟିତ

State
ବାରିପଦା: ବର୍ତମାନ ଡିଜିଟାଲ ର  ଯୁଗ ଚାଲିଛି ।ଜନ୍ମରୁ ମୃତ୍ୟୁ  ପର୍ଯ୍ୟନ୍ତ ସବୁଠି ଡିଜିଟାଲ ର ଆବଶ୍ୟକତା ରହିଛି । ତେଣୁ ସମସ୍ତଙ୍କୁ ଡିଜିଟାଲ ଶିକ୍ଷା ଆବଶ୍ୟକ ।ଡିଜିଟାଲ ଶିକ୍ଷା ପାଇଁ ଲାପଟପ୍,ପ୍ରିଣ୍ଟ,ଜେରସ୍କ , କମ୍ପ୍ୟୁଟର  ସମେତ ଆବଶ୍ୟକୀୟ କମ୍ପ୍ୟୁଟର ସାମଗ୍ରୀ ବିଆବଶ୍ୟକତା ରହିଛି । ଲୋକଙ୍କ ଆବଶ୍ଯକତା ଦେଖି  ଗୋଲାଇ ଛକ ଆଇହସିଆଇ ବ୍ୟାଙ୍କ ସନ୍ନିକଟ ଏକ ଅତ୍ୟାଧୁନିକ ଶୀତ ତାପନିୟନ୍ତ୍ରିତ  ଡିଜିଟାଲ କମ୍ପ୍ୟୁଟର ସେଣ୍ଟର୍  ସୋରୁମ୍ ଆଜି ରବିବାର ଦିନ ବିଶିଷ୍ଟ ଯୁବ ସମାଜସେବୀ ସଞ୍ଜିତା କୁମାର ସ୍ବାଇଁ ଏବଂ ତାଙ୍କ ସହଧର୍ମିଣୀ ମଧୁସ୍ମିତା ସ୍ଵାଇଁ ଙ୍କ କର କମଳରେ ଶୁଭ ଉଦ୍ଘାଟିତ ହୋଇଯାଇଛି ।ଏହି ଉଦ୍ଘାଟନ ସମୟରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସେକ ମୁସ୍ତାଫା ଅଲ୍ଲି ସେକ ସଵରାତି,ସେକ ଇରଫାନ୍ ହୁସେନ,ସେକ ଇନାୟତ୍ ହୁସେନ ପ୍ରମୁଖ ଉପସ୍ଥିତ ରହିଥିଲେ ।ସୋରୁମର ପ୍ରୋଫାଇଟର, ସେକ ଇନାୟତ୍  ହୁସେନ ସୂଚନା ଦେଇଥିଲେ ଏଠାରେ କମ୍ପ୍ୟୁଟର ଏବଂ ଲାପଟପ୍ ରିଲେଟେଡ ସମସ୍ତ ସାମଗ୍ରୀ ମିଳିବା ସବୁ ବଡ଼ ବଡ଼ ବ୍ରାଣ୍ଡର ସାମଗ୍ରୀ ମିଳିଯିବ ।ତଦସହ ଖରାପ ହେଲେ ମରାମତି ଦାୟିତ୍ଵ ମଧ୍ୟ ଉପଲବ୍ଧ ହେବ । ଏଠାରେ ସୁଲଭ ଓ ଉଚିତ ଜିନିଷ ସମସ୍ତ ଗ୍ରାହକଙ୍କୁ ଦିଆଯିବ । ତେଣୁ ସମସ୍ତଙ୍କୁ ତାଙ୍କ ସୋରୁମ କୁ ଆସି ଏହାର ଲାଭ ଉଠାଇବାକୁ   ଅନୁରୋଧ କରିଛନ୍ତି   ।