କଟକ ସଦର : ପବିତ୍ର ଶ୍ରୀ ରାମ ନବମୀ ରେ ବାରଙ୍ଗ ବ୍ଳକ୍ ନଗରୀ ପଞ୍ଚାୟତ ଅରିଲୋ ଗ୍ରାମର ଶ୍ରୀ ଶ୍ରୀ ଯୁଗଳକିଶୋର ମନ୍ଦିର ନିକଟରେ ସରପଞ୍ଚ ନରୋତ୍ତମ ଦାସଙ୍କ ଦ୍ଵାରା ଏକ ଥଣ୍ଡା ପାନୀୟ ଜଳ ମେସିନ୍ ଉଦ୍ଘାଟିତ ହୋଇଛି |
ଏହି ଉଦ୍ଘାଟନ ଉତ୍ସବରେରେ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ୍ , ସମାଜସେବୀ ପ୍ରଣବ ପଟ୍ଟନାୟକ , ସମାଜସେବୀ ନଳିନୀକାନ୍ତ ପଟନାୟକ , ୱାର୍ଡ ସଭ୍ୟା ପ୍ରତିଭା ଦାସ , ୱାର୍ଡ ସଭ୍ୟ ସୁନିଲ୍ କୁମାର ରଥ , ଅଜୟ ବେହେରା, ସମାଜସେବୀ ପ୍ରଶାନ୍ତ ଦାସ , ନିମାଇଁ ଚରଣ ଦାସ , ସାମ୍ବାଦିକ ବୁଲୁ ପାତ୍ର , ଶିକ୍ଷକ ବିନୟ କୁମାର ମହାନ୍ତି ଏବଂ ଗ୍ରାମର ମୁରବି ଓ ଯୁବକମାନେ ଉପସ୍ଥିତ ଥିଲେ