ବାରିପଦା : ଜିଲ୍ଲାପାଳ ଏବଂ ମାଜିଷ୍ଟ୍ରେଟ, ମୟୂରଭଞ୍ଜଙ୍କ ପତ୍ର ସଂଖ୍ୟା ୫୯୦ ତା ୦୩.୦୪.୧୦୨୫ ଅନୁଯାୟୀ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ସମେତ ରାଜସ୍ୱ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କୋର୍ଟ ଗୁଡିକ ଆସନ୍ତା ୧୦.୦୪.୧୦୨୫ ରିଖ ( ଗୁରୁବାର ) ଠାରୁ ସକାଳ ୭.୦୦ ଘଟିକାରେ ଆରମ୍ଭ ହୋଇ ଆପରାହ୍ନ ୧.୦୦ ଘଟିକା ପର୍ୟନ୍ତ ଚାଲିବ ଏବଂ ଏହି ସମୟ ନିର୍ଘଣ୍ଟ ୧୫ ଜୁନ ୧୦୨୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ I
