Ss

ଜୀବିକା ମିଶନ ଶୁଭ ଉଦ୍‌ଘାଟନ

State

ଆଗରପଡ଼ା :ପଂଚାୟତ ସମିତି ବନ୍ତ ପକ୍ଷରୁ ସମିତି ପରିସରରେ ରବିବାର ମିଶନ ଶକ୍ତି କାଫେ କିଓସ୍କ ମଡେଲ, ବନ୍ତ ଓଡ଼ିଶା ଜୀବିକା ମିଶନର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ,ସ୍ଥାନୀୟ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଳକ ଅଧ୍ୟକ୍ଷ ମନୋରଜଂନ ଘଡେଇ, ଉପାଧ୍ୟକ୍ଷ ପ୍ରଗତିବାଳା ସ୍ୱାଇଁ, ବିଡ଼ିଓ ନିଶିକାନ୍ତ ଖୁଣ୍ଟିଆ ପ୍ରମୁଖ ଯୋଗଦେଇଥିଲେ ।