Odisha Secretariat

ଆଇଏଏସ ସ୍ତରରେ ଅଦଳବଦଳ, ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ OSCSC ଏମଡି

State

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ । ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ OSCSC ଏମଡି । ୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ । ଅପରପକ୍ଷରେ ଡିଟିଇଟି ଥିବା ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ ସମର୍ଥ ବର୍ମା । ସେହିପରି ଶୁଭମ୍‌‌ ସାକ୍ସେନାଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ନିର୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି ।