Erw

ଢେଙ୍କାନାଳ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ, ଶଳାକୁ ମାରିଛି ସମ୍ପର୍କୀୟ ଭିଣୋଇ

State

ଢେଙ୍କାନାଳ : ସଦରଥାନା ଫାସିଗାଁ ଫାର୍ମ ହାଉସରେ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ । ଶଳାକୁ ମାରିଛି ସମ୍ପର୍କୀୟ ଭିଣୋଇ । ହତ୍ୟା କରିଥିବା ନିଜେ ସ୍ବୀକାର କରିଛନ୍ତି ଅଭିଯୁକ୍ତ ରମେଶ ଚନ୍ଦ୍ର ନାଏକ ।  ହତ୍ୟା ପରେ ଫାର୍ମ ହାଉସ ବୁଦା ଭିତରେ ବନ୍ଧୁକ ଲୁଚାଇ ରଖିଥିଲା ଅଭିଯୁକ୍ତ ରମେଶ । ହତ୍ୟା ପାଇଁ ବ୍ୟବହୃତ ଦେଶି ବନ୍ଧୁକକୁ ଜବତ କରିଛି ପୋଲିସ । ଗତକାଲି ରାତିରେ ଫାର୍ମ ହାଉସ ଭିତରେ ଗୋବିନ୍ଦ ନାଏକଙ୍କୁ ଗୁଳି କରିଥିଲା ଭିଣୋଇ ରମେଶ । ତେବେ ଶିକାର ପାଇଁ ଉଦ୍ୟମ ବେଳେ ଗୋବିନ୍ଦଙ୍କୁ କୁଟୁରା ଭାବି ଗୁଳି ଚଳାଇଥିବା କହିଛି ଅଭିଯୁକ୍ତ ।