Online Game

ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ, ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ

State

କଣ୍ଟାବାଞ୍ଜି: ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ ।  ୫ ଅଭିଯୁକ୍ତଙ୍କୁ ଗିରଫ କଲା କଣ୍ଟାବାଞ୍ଜି ପୋଲିସ । ସେମାନଙ୍କ ନିକଟରୁ ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ ହୋଇଛି।  ଗିରଫଙ୍କ ମଧ୍ୟରୁ ୩ ଜଣ ରାଜ୍ୟ ବାହାରର ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି ।

ଭଡ଼ା ଘରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ। କଣ୍ଟାବାଞ୍ଜି ସହର ସହ ବାହାର ରାଜ୍ୟରେ ଚାଲିଥିଲା ଗେମ୍ ।