Dead Body Laying On A Floor Focus At The Foot Free Photo 750x430

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

State

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅନ୍ତର୍ଗତ ହେଁସଡା ଗ୍ରାମ ପଞ୍ଚାୟତର ଖଇରିପାଳ ଗ୍ରାମର ରାଜେନ୍ଦ୍ର ପାତ୍ର(୫୦) ଆଜି ହାଟବାଦଡାରୁ ଘରକୁ ସ୍କୁଟିରେ ଘରକୁ ଫେରୁଥିବା ବେଳେ ହେଁସଡା ପୋଲ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଆଜି ଅପରାହ୍ନ ୩.୩୦ ରୁ ୪ ଟା ପାଖାପାଖି ସମୟରେରାସ୍ତାରେ ଛିଟିକି ପଡିଥାଲୃ ।ତାଙ୍କୁ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ରାଇରଙ୍ଗପୁର ଡାକ୍ତର କାମନାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ l