Maharaja Sriram Chandra Bhanja Deo University

ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସଭାପତି ଭାବେ ସନ୍ଦୀପ୍ତ ଦାସ, ଉପସଭାପତି ଭାବେ ଜ୍ୟୋତି ପ୍ରକାଶ ଶତପଥି ନିର୍ବାଚିତ

ରାଜ୍ୟ

ବାରିପଦା : ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ର ଫଳାଫଳ ଆଜି ଅପରାହ୍ନରେ ଘୋଷିତ ହୋଇଛି l ପ୍ରକାଶିତ ନିର୍ବାଚନ ଫଳାଫଳ ଅନୁଯାୟୀ ସଭାପତି ଭାବେ ସନ୍ଦୀପ୍ତ ଦାସ, ଉପ ସଭାପତି – ଜ୍ୟୋତି ପ୍ରକାଶ ଶତପଥି, ସାଧାରଣ ସଂପାଦକ – ଔରସ୍ମିତା ଭୂୟାଁ ଭୂୟାଁ, ସହ ସାଧାରଣ ସଂପାଦକ ପଙ୍କଜ କୁମାର ସାମଲ, ସଂପାଦକ ( କାଲଚୁରାଲ କ୍ଳବ )- ଶିଖାରାଣୀ ସିଙ୍ଗବାବୁ, ସଂପାଦକ( ସୋସିଆଲ ସର୍ଭିସ) ସ୍ନେହାଶିଷ କାପରଦାର,ଏଡିଟର (ବନାନୀ) ବାଦଲ ସିଂ, ସଂପାଦକ (ଏଥଲେଟିକ କ୍ଳବ ) ରାଜ କିଶୋର ବେହରା,ସହ ସଂପାଦକ (ଏଥଲେଟିକ କ୍ଲୁବ )ଦୀପକ କୁମାର କୁମାର ଦାସ ପ୍ରମୁଖ ନିର୍ବାଚିତ ହୋଇଛନ୍ତି l