Photo for the news of iic

ଆଗରପଡ଼ା ଥାନା ଆଇଆଇସିଙ୍କୁ ସମ୍ୱର୍ଦ୍ଧନା

ରାଜ୍ୟ

ବନ୍ତ/ଆଗରପଡ଼ା: ଆଗରପଡ଼ା ଥାନାଧିକାରୀ ଦେବରାଜ ଜେନାଙ୍କ ଅନ୍ୟତ୍ର ବଦଳି ଯୋଗୁଁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଥାନା ପରିସରରେ ଆୟୋଜିତ ସଭାରେ ବନ୍ତ ଥାନାଧିକାରୀ ମୋନାଲିସା କର, ବିଜେଡି ନେତା ପ୍ରଶାନ୍ତ ଦାଶ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ,ପପୁ ମହାନ୍ତି, କଂଗ୍ରେସ ନେତା ରବିନାରାୟଣ ମହାନ୍ତି, ବିଜେପି ନେତା ଭାଗିରଥି ସେଠୀ,ସରପଂଚ ପ୍ରକାଶ ବିଶ୍ୱାଳ,ନିହାର ପଣ୍ଡା, ସୁରେନ୍ଦ୍ର ଜେନା, ବିଜୟ ଜେନା,ବିଶ୍ୱମ୍ବର ଜେନା, ଗଣମାଧ୍ୟମ ପ୍ରତିନିଧି ଅକ୍ଷୟ ସିଂହ, ବିନୋଦ ଧଳସାମନ୍ତ, ଜିତେନ୍ଦ୍ର ଶତପଥୀ, ହେମନ୍ତ ସିଂହ, ସୁଶାନ୍ତ ଦାଶ, ବାବୁରାମ ବେହେରା, ନୃସିଂହ ଖୁଣ୍ଟିଆଙ୍କ ସମେତ ଥାନା କର୍ମଚାରୀମାନେ ଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।

Shrutilipi ad