Photo for the news of sarathi

କମ୍ବଳ ଦାନ କଲେ ସାରଥି ପରିବାର ର ନବ ଦମ୍ପତ୍ତି

ରାଜ୍ୟ

ଆଗରପଡ଼ା :ଭଦ୍ରକ ଜିଲ୍ଲା କାଉପୁର ପଂଚାୟତ ଅନ୍ତର୍ଗତ କାଉପୁର ଆଗରପଡା ସାରଥି ପରିବାର ପକ୍ଷରୁ ଆଗରପଡ଼ାସ୍ଥ ବଙ୍ଗାଳିସାହି ଗ୍ରାମର ଅନାମ ମଲ୍ଲିକଙ୍କ ନବ ବିବାହିତ କନିଷ୍ଠ ପୁତ୍ର ବଧୁ ମଣ୍ଟୁ ଓ ରିନା ଗରିବ ଦିନ ଦୁଃଖୀଙ୍କୁ ଶୀତ ପାଇଁ କମ୍ବଳ ସହିତ ଅର୍ଥ ରାଶି ଓ ଖାଦ୍ୟ ଦାନ କରିଛନ୍ତି । ଶ୍ରୀମଦ୍ ସାରଥି ଦେବଙ୍କ ବାଣୀ ରେ ଅନୁପ୍ରାଣିତ ହୋଇ ନବ ଦମ୍ପତି ଏହିପରି ସେବା କରିଛନ୍ତି ବୋଲି ସାରଥି ପରିବାରର ସଦସ୍ୟ କହିଛନ୍ତି ।

Shrutilipi ad