କଟକ : ଗତ ଗୁରୁବାର ଦିନ ମାଆ ଗଡ଼ଚଣ୍ଡୀଙ୍କର ଗଜଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇଯାଇଛି | ବର୍ତ୍ତମାନ ପାର୍ବଣ ଚାଲିଥିବାରୁ ବିଭିନ୍ନ ଦିବସରେ ମାଆ ବିଭିନ୍ନ ବେଶରେ ସଜ୍ଜିତ ହେଉଛନ୍ତି | ଏହି ଅବସରରେ ମାଆଙ୍କ ନିକଟରେ ଚଣ୍ଡୀପାଠ ଓ ଷୋଡଶ ଉପଚାର ପୂଜା ଆଦି ଅନୁଷ୍ଠିତ ହୋଇଥିଲା |


ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତ ମାଆଙ୍କ ଦର୍ଶନ କରି ବିମୋହିତ ହୋଇଥିଲେ |


