୩୮ ଲକ୍ଷ ଟଙ୍କାର ହେରୋଇନ୍ ଜବତ, ଅଭିଯୁକ୍ତକୁ କାବୁ କଲା ପୁଲିସ ରାଜ୍ୟ September 7, 2025ONNLeave a Comment on ୩୮ ଲକ୍ଷ ଟଙ୍କାର ହେରୋଇନ୍ ଜବତ, ଅଭିଯୁକ୍ତକୁ କାବୁ କଲା ପୁଲିସ କଟକ : ୩୮ ଲକ୍ଷ୍ ୫୦ ହଜାର ଟଙ୍କାର ହେରୋଇନ୍ ଜବତ୍ । ଜାତୀୟ ରାଜପଥ ୧୬, ମଙ୍ଗୁଳି ଛକ ନିକଟରେ ଧରିଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍ୱାଡ । ୩୮୫ ଗ୍ରାମ ହେରୋଇନ୍ ଜବତ୍ । ନିଶା ଦ୍ରବ୍ୟ ସହ ଅଭିଯୁକ୍ତ ଜଗନ୍ନାଥ ଜେନା ଗିରଫ । ଅଭିଯୁକ୍ତର ଘର ନାଲକୋ ଥାନା ଅନ୍ତର୍ଗତ ନାଲକୋ ନଗର ଅଞ୍ଚଳରେ । Share this: Click to share on Facebook (Opens in new window) Facebook Click to share on X (Opens in new window) X Like this:Like Loading...