Photo for the news of sanimandir

ଶନିଦେବଙ୍କ ବାର୍ଷିକ ଉତ୍ସବ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ସରମରା ଗ୍ରାମରେ ଶନିଦେବଙ୍କ ପଂଚମ ବାର୍ଷିକ ଜନ୍ମ ଉତ୍ସବ ମହା ଆଡମ୍ବର ରେ ପାଳନ କରାଯାଇଛି । ମଙ୍ଗଳବାର ଗ୍ରାମର ମଧ୍ୟ ଭାଗରେ ଥିବା ବାଲିଆଢିରେ ଥିବା ପୁଷ୍କରିଣୀ ରେ ୩୧ଜଣ କଲସିଆ କଳସ ରେ ପାଣି ଆଣି ଥିଲେ ଶନିଦେବ ମନ୍ଦିରକୁ ତାପରେ ମନ୍ଦିର ର ପକର୍ତ୍ତା ଆନନ୍ଦ ଚନ୍ଦ୍ର ରାଉତ,ସାବିତ୍ରୀ ରାଉତ, ପୂର୍ଣ୍ଣ ଚନ୍ଦ୍ର ରାଉତ, ବୀଣାପାଣି ରାଉତ ଙ୍କ ଦ୍ୱାରା ଗୋସେଈ ପଦ୍ମନାଭ ପଣ୍ଡା, ମନ୍ଦିର ର ପୂଜକ କୃଷ୍ଣ ଚନ୍ଦ୍ର ପାଢ଼ୀ, ନାରଣ ଚନ୍ଦ୍ର ପାଢ଼ୀ ଙ୍କ ଦ୍ୱାରା ଶନି ଦେବେ ଙ୍କ ନୀତିକାନ୍ତି ସହିତ ଶନି ଦେବଙ୍କ ଇଷ୍ଟ ଦେବୀ ମା ଦକ୍ଷିଣକାଳୀଙ୍କା ର ଉପଚାର ଯଜ୍ଞଦି ତିନି ଦିନ ବ୍ୟାପି ପୂଜା ପାଳନ କରାଯାଇଥିଲା ଗ୍ରାମର ଭିକାରି ନାୟକ, ସନାତନ ପାତ୍ର, ଶଶିକାନ୍ତ ଜେନା,ସୁକାନ୍ତ କୁମାର ସାହୁ,ନାରଣ ନାୟକ, କୈଳାଶ ବିଶ୍ୱାଳ, ନାରଣ ବିଶ୍ୱାଳ, ଅର୍ଜୁନ ଜେନା, ନରେଶ ଜେନା, ଗଙ୍ଗଧର ନାୟକ, ଜିତେନ୍ଦ୍ର ଜେନା,ବାବୁଲା ବିଶ୍ୱାଳ ତପନ ଜେନା, ରାଜେଶ ବିଶ୍ୱାଳ,ରାମ ମହାନ୍ତି ପ୍ରିୟ ବ୍ରତ ରାଉତ, ସତ୍ୟ ପ୍ରକାଶ ରାଉତ, ଅମର କୁମାର ରାଉତ, ସୁଧୀର କୁମାର ରାଉତ. ଆଉ ସମସ୍ତ ଗ୍ରାମର ସହଯୋଗରେ ଶନି ଦେବ ଙ୍କ ପୂଜା ସମା ପନା କରିବା ସହିତ ପ୍ରସାଦ ସେବନ କରାଗଲା ।

Shrutilipi ad